Masthead

ଚନ୍ନିଙ୍କୁ ଭେଟିବେ ସିଦ୍ଧୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗତ ଦୁଇ ଦିନ ଧରି ପଞ୍ଜାବରେ ଚାଲିଲା ଇସ୍ତଫା ନାଟକ । ପିସିସି ସଭାପତି ପଦରୁ ନବଜ୍ୟୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ଦୁଇ ଜଣ ମନ୍ତ୍ରୀ ମନ୍ତ୍ରୀପରିସଦରୁ ଇସ୍ତଫା ଦେଲେ । ସଙ୍ଗଠନର ପଦପଦବୀରେ ଥିବା କେଇ ଜଣଙ୍କ ଇସ୍ତଫା ପରେ ଆଜି ଆଲୋଚନା କରିବା ପାଇଁ ମାନିଛନ୍ତି ନବଜୋତ ସିଂହ ସିଦ୍ଧୁ।

ଆଜି ଚଣ୍ଡିଗଡ ଯାଇ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସେ ଭେଟିବେ। ଏନେଇ ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ଟ୍ୱିଟ କରି କହିଛନ୍ତି, ‘ ମୋତେ ଆଲୋଚନା ପାଇଁ ଡାକରା ହୋଇଛି। ମୁଖ୍ୟମନ୍ତ୍ରୀ ମୋତେ ଡକାଇଛନ୍ତି। ଅଜି ଅପରାହ୍ଣରେ ଚଣ୍ଡିଗଡ ଯାଇ ପଞ୍ଜାବ ଭବନରେ ଚନ୍ନିଙ୍କୁ ଜାବବ ଦେବି। ଯେ କୌଣସି ଚର୍ଚ୍ଚା ପାଇଁ ମୁଁ ତାଙ୍କୁ ସ୍ୱାଗତ କରୁଛି।’ ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ସିଦ୍ଧୁଙ୍କ ଆଲୋଚନା ପାଇଁ ଫୋନରେ ଆମନ୍ତ୍ରିତ କରିଥିଲେ। ତେବେ ଏହି ଆମନ୍ତ୍ରଣକୁ ସିଦ୍ଧୁ ସ୍ୱୀକାର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା