Masthead

କଂଗ୍ରେସର ନାଲିଆଖି ପରେ ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ନିକଟରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଦ୍ଧୁ ଏକ ବିବାଦିୟ ମନ୍ତବ୍ୟକୁ ନେଇ ଅଡୁଆରେ ଛନ୍ଦି ହୋଇଥିଲେ । ସୂଚନା ଅନୁସାରେ କାଶ୍ମୀର ଓ ପାକିସ୍ତାନକୁ ନେଇ ସିଦ୍ଧୁଙ୍କ ଦୁଇ ପରାମର୍ଶଦାତା ବିବାଦୀୟ ବୟାନ ଦେଇଥିଲେ । ଯେଉଁଥିପାଇଁ ପରମର୍ଶଦାତା ମାନଙ୍କୁ ବହିଷ୍କାର କରିବା ପାଇଁ ସିଦ୍ଧୁଙ୍କୁ କଂଗ୍ରେସ ହାଇକମାଣ୍ଡ ଚରମବାଣୀ ଶୁଣାଇଥିଲେ । ଆଉ ଶେଷରେ ଏବେ ଦଳରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି । କେବଳ ଏତିକି ନୁହେଁ ମାଲି କହଛନ୍ତି ଯେ ତାଙ୍କ ଜୀବନ ବିପଦରେ ରହିଛି ଏବଂ ଏଥିପାଇଁ କ୍ୟାପଟେନ୍ ଅମରିନ୍ଦରଙ୍କ ସମେତ ଅନେକ ଲୋକଙ୍କୁ ସେ ଦାୟୀ କରିଛନ୍ତି ।

ସିଦ୍ଧୁଙ୍କ ଦ୍ୱାରା ଲେଖାଯାଇଥିବା ଚିଠିରେ ମାଲବିନ୍ଦର ସିଂ ମାଲି କହିଛନ୍ତି ଯେ ମୁଁ ପରମର୍ଶ ଦେବା ପାଇଁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଦେଇଥିବା ସମ୍ମତି ପ୍ରତ୍ୟାହାର କରିନେଉଛି । ସେ ଆହୁରି ମଧ୍ୟ କହଛନ୍ତି ଯେ , ଯଦି ମୋର କୌଣସି କ୍ଷତି ହୁଏ ତେବେ ଏଥିପାଇଁ କ୍ୟାପଟେନ ଅମରିନ୍ଦର ସିଂ,ବିଜୟ ଇନ୍ଦ୍ର ସିଙ୍ଗଲା ,ରାଘବ ଚଢା ଓ କଂଗ୍ରେସ ସାସଂଦ ମନୀଷ ତିୱାରୀ ଦାୟୀ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି