Masthead

ମାତିଛନ୍ତି ଶିକାରୀ, ବିପଦରେ ଶିମିଳିପାଳ

ବାରିପଦା(ବଡ଼ ଖବର ବ୍ୟୁରୋ): ବିପଦରେ ଶିମିଳିପାଳ ଅଭୟାରଣ୍ୟ। ମାତିଛନ୍ତି ଶିକାରୀ ଆଉ ମାଫିଆ। ଧ୍ଵଂସ ହେବାକୁ ବସିଲାଣି ମୟୂରଭଞ୍ଜ ର ମୁକୁଟ କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟ। । କିଛି ବେପରୁଆ କର୍ମଚାରୀ ଓ ଲାଞ୍ଚୁଆ ଅଧିକାରୀଙ୍କ ପାଇଁ ଧୀରେ ଧୀରେ ଲୋପ ହେବାକୁ ବସିଲେଣି ଜୀବଜନ୍ତୁ ଓ ମୂଲ୍ୟବାନ ବୃକ୍ଷଲତା। ମାସକ ଭିତରେ ତିନୋଟି ହାତୀକୁ ଶିକାର କରି ଦାନ୍ତ କାଟିନେବା ସହିତ ଗୋଟିଏ ମହାବଳ ବାଘ ର ଛାଲ ,ଦୁଇଟି କଲରାପତରିଆ ବାଘ ଛାଲ,ହାତୀଦାନ୍ତ ଜବତ ହୋଇଛି । କିଛି ଦିନ ପୂର୍ବରୁ ଏକ ହାତୀ କୁ ମାରି ଦାନ୍ତ କାଟି ନେଇ ହାତୀ କୁ ପୋଡ଼ି ମାରିଥିବା ଘଟଣା ରେ ବନ କର୍ମଚାରୀ ଙ୍କ ସଂପୃକ୍ତି ଘଟଣାକୁ ଜଟିଳ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ