ସଙ୍ଘର୍ଷ ପରେ ହାରିଲା ଭାରତ

(ବଡ଼ ଖବର ବ୍ୟୁରୋ): ଟୋକିଓରେ ବ୍ରୋଞ୍ଜ ପାଇଁ ଚାଲିଥିଲା ଲଢେଇ । ଦମଦାର ଖେଳ ପ୍ରଦର୍ଶନ କରୁଥିଲେ ଭାରତୀୟ ମହିଳା ହକି ଦଳ । ଭାରତ – ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିଲା ଲଢେଇ । ଆରମ୍ଭରୁ ଗୋଲ୍ ଦେଇ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ଥିଲା ଟିମ୍ ଇଣ୍ଡିଆ । ସେପଟେ ପ୍ରଥମ କ୍ୱାଟରରେ କୌଣସି ଗୋଲ୍ ହୋଇନଥିଲା । ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଆଗୁଆ ରହିଥିଲା ଗ୍ରେଟ୍ ବ୍ରିଟେନ୍ ।

ଏବଂ ତୃତୀୟ କ୍ୱାର୍ଟରରେ ୩-୩ରେ ସ୍ଥିତି ବରାବର ରହିଥିଲା । ଶେଷରେ ୩-୪ ଗୋଲରେ ବାଜି ମାରିନେଲା ଗ୍ରେଟ୍ ବ୍ରିିଟେନ । ଭାରତକୁ ନିରାଶ ହେବା ପାଇଁ ପଡ଼ିଥିଲା । ଲଢୁଆ ପ୍ରଦର୍ଶନ କରି ହାରିଲେ କିନ୍ତୁ ମନ ଜିତିଲେ । ତେବେ ପୂର୍ବରୁ ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ଭାରତ ବିଜୟ ହାସଲ କରିପାରିନଥିଲା । ହେଲେ ବ୍ରୋଞ୍ଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇ ଥିଲା ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!