Masthead

ତାଲିବାନଙ୍କ ଗୁଳିବର୍ଷାରେ ୧୭ ମୃତ

(ବଡ଼ ଖବର ବ୍ୟୁରୋ): ତାଲିବାନ ଆତଙ୍କବାଦୀମାନେ ଶନିବାର ପଞ୍ଜଶିର ପ୍ରମୁଖ ଅଞ୍ଚଳ ଦଖଲ କରିବା ପରେ ଖୁସିରେ ଆତ୍ମହରା ହୋଇ ଫାଙ୍କା ଗୁଳି ଚାଳନା କରିଥିଲେ । ଏହି ଗୁଳି ବର୍ଷା ନିରୀହ ଲୋକଙ୍କ ପାଇଁ କାଳ ହୋଇଛି । ଏହି ଗୁଳି ବର୍ଷାରେ ୩ ଜଣ ଶୁଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ୪୦ ରୁ ଅଧିକ ଆହତ ହୋଇଛନ୍ତି ।

ତାଲିବାନ କମାଣ୍ଡର ପଞ୍ଜଶିର ଦଖଲ କରିଥିବା ଘୋଷଣା କରିବା ପରେ ତାଲିବାନ ବାହିନୀ ରାସ୍ତାରେ ବୁଲି ବୁଲି ଗୁଳି ଫୁଟାଇଥିଲେ । ଏହାଦ୍ୱାରା ବହୁ ସଂଖ୍ୟାକ ନିରୀହ ଜନତାଙ୍କ ମୃତ୍ୟୁ ହୋଇଛି । ଏହାସହ ପଞ୍ଜଶିରରେ ବିଦ୍ରୋହୀ ବାହିନୀ ନେତା ଅହମଦ ମସୋଦ କହିଛନ୍ତି, ପଞ୍ଜଶିରକୁ ତାଲିବାନ କବଜା କରିଥିବା ନେଇ ଯେଉଁ ଖବର ପ୍ରସାର ହୋଇଛି ତାହା ମିଛ । ଅନ୍ୟପଟେ ଅମରୁଲ୍ଲା ସାଲେ କହିଛନ୍ତି, ପଞ୍ଜଶିରର ୩୦୦ ଆତଙ୍କବାଦୀଙ୍କୁ ଆମେ ମାରିଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା