Masthead

ନୂଆଁଖାଇରୁ ବଞ୍ଚିତ ୬୦ ପରିବାର

ଗାଇସିଲେଟ (ବଡ଼ ଖବର ବ୍ୟୁରୋ): ପିଡିଏସ ଚାଉଳ ନ ମିଳିବାରୁ ୬୦ ପରିବାର ନୂଆଁଖାଇ ବାରୁ ବଞ୍ଚିତ । ଏକତା ଏବଂ ଭାଇଚାରର ପର୍ବ ନୂଆଁଖାଇ ପାଳନ ପାଇଁ ଚାରିଆଡ଼େ ଉତ୍ସବ ମୁଖର ବାତାବରଣ ରହିଛି । ତେବେ ଏହି ଗଣ ପର୍ବ ନୂଆଁଖାଇ ରୁ ୬୦ ପରିବାର ବଞ୍ଚିତ ଅଛନ୍ତି । ଏମିତି ଦୃଶ୍ୟ ସାମ୍ନା କୁ ଆସିଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା ଗ୍ରାମରୁ ।

ଦୁଇ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ମୋଟ ୪୮୮ଟି ପରିବାର ଅଛନ୍ତି । ସେମାନଙ୍କ ମଧ୍ୟ ଅନୁସୂଚିତ ଜାତିର ଲୋକ ୧୭ ପ୍ରତିଶତ ଅଛନ୍ତି ।ତେବେ କିଛି ଦିନ ପୂର୍ବରୁ ନିଜ ପଞ୍ଚାୟତ ଅଫିସ ରେ ପିଡିଏସ ଚାଉଳ ବଣ୍ଟନ କରାଯାଇଛି ହେଲେ ଏହି ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି ପ୍ରାୟ ୬୦ ଗଣ୍ଡା ସମାଜ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ