Masthead

ଚର୍ଚ୍ଚାରେ ସୌମ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କର୍ମ ହିଁ ଭଗବାନ । ସଂସାର ଜଞ୍ଜାଳ ଭିତରେ ବୁଡ଼ିରହି ନିଜ କର୍ମକୁ ଅଧିକ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ହିଁ ପ୍ରକୃତ ମଣିଷ । ଏଭଳି ଜଣେ ମହିଳା ହେଉଛନ୍ତି ସୌମ୍ୟା । ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଆଇଏଏସ୍ ଅଫିସର ସୌମ୍ୟା ପାଣ୍ଡେ, ଉତ୍ତର ପ୍ରଦେଶ ଗାଜିଆବାଦ ମୋଦିନାଗର ସବ-ଡିଭିଜନାଲ ମାଜିଷ୍ଟ୍ରେଟ୍ । ପ୍ରସବର ୨୧ଦିନ ପରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ଜନ୍ମ ଦେଇଥିବା ଶିଶୁକନ୍ୟାକୁ କୋଳରେ ଧରି ସେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଜୁଲାଇରେ ଗାଜିଆବାଦ ଜିଲ୍ଲା କୋଭିଡ ପାଇଁ ନୋଡାଲ ଅଫିସର ଭାବରେ ନିଯୁକ୍ତ ହୋଇଥିଲେ ସୌମ୍ୟା । ‘ମୁଁ ଜଣେ ଆଇଏଏସ ଅଧିକାରୀ ତେଣୁ ମୋର ଜନସେବା ପ୍ରତି ଦୃଷ୍ଟି ଦେବାକୁ ପଡିବ । ‘କୋଭିଡ-୧୯ ହେତୁ ସମସ୍ତଙ୍କ ଉପରେ ଦାୟିତ୍ୱ ଅଛି । ଏହା ମୋ ପାଇଁ ଆଶୀର୍ବାଦ । ମୁଁ ମୋର ତିନି ସପ୍ତାହର କନ୍ୟାଙ୍କ ସହ ମୋର ପ୍ରଶାସନିକ କାର୍ଯ୍ୟ କରିବାକୁ ସମକ୍ଷ’ ବୋଲି ସେ କହିଛନ୍ତି ।

କୋଭିଡ୍ ସମୟରେ ନିଜର ତିନି ସପ୍ତାହର ଶିଶୁକନ୍ୟାକୁ କୋଳରେ ଧରି କାର୍ଯ୍ୟ କରୁଥିବା ସୌମ୍ୟାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ଏବେ ସେ ଦେଶରେ ଜଣେ ଚର୍ଚ୍ଚିତ ଆଇଏଏସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ