Before Header

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, କଂଗ୍ରେସର ମୌନ ପ୍ରତିବାଦ

0 13

କଟକ (ବଡ଼ ଖବର ବ୍ୟୁରୋ): କଟକରେ ଦିନକୁ ଦିନ ମୂର୍ତ୍ତି ଉଚ୍ଚତା ଓ ପରଦା ଆଢୁଆଳରେ ମା’ଙ୍କ ପୂଜା କୁ ନେଇ ବଢୁଛି ବିବାଦ । ୪ଫୁଟ୍ ମୂର୍ତ୍ତି ଉଚ୍ଚତାକୁ ନେଇ ମଧ୍ୟ ହାଇକୋର୍ଟରେ ମାମଲା ହୋଇଛି । ଅନ୍ୟପକ୍ଷରେ ଦୀର୍ଘ ଦିନ ହେବ କଟକର ୪୦ଗୋଟି ସାମାଜିକ ସଂଗଠନ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରିବା ପରେ ଆଜି ଆମରଣ ଅନଶନ କରୁଛି ।

ତାସହ କଟକ ନଗର କଂଗ୍ରେସ ପୁରୀଘାଟ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ମୌନ ପ୍ରତିବାଦ ଆରମ୍ଭ ହୋଇଯାଇଛି । ପାରମ୍ପରିକ ମା’ଙ୍କ ମୂର୍ତ୍ତୀ ନିର୍ମାଣ ଓ ପୂଜାର୍ଚ୍ଚନା , କଟକ ସହର ସ୍ୱାଭିମାନର ସୁରକ୍ଷା ଏବଂ ଭକ୍ତମାନଙ୍କର ଭକ୍ତି ଭାବନାକୁ ସମ୍ମାନ ଜଣାଇ ଆସନ୍ତାକାଲି ଆଜି ପୁରୀଘାଟ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ମୌନ ପ୍ରତିବାଦ କରିଛନ୍ତି କଟକ ନଗର କଂଗ୍ରେସ ।

Leave A Reply

Your email address will not be published.