Masthead

ସ୍କୁଲ ପ୍ରିନ୍ସିପାଲଙ୍କ ଚାପୁଡ଼ା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

ଗୁରୁଗ୍ରାମ (ବଡ଼ ଖବର ବ୍ୟୁରୋ): ଗୁରୁଗ୍ରାମରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ସ୍କୁଲ ପ୍ରିନ୍ସିପାଲଙ୍କ ଠାରୁ ମାଡ଼ ଖାଇବା ପରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଏହାଛଡ଼ା ଶିଷ୍ଠାଚାର ଶିଖିନଥିବା ଝିଅ କହି ମଧ୍ୟ ଛାତ୍ରୀଙ୍କୁ ଗାଳି କରିବା ଦ୍ୱାରା ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ଏପରି କରିଥିବା ଜଣା ପଡ଼ିଛି ।

ଛାତ୍ରୀଙ୍କ ଭୁଲ ରହିଛି ଯେ, ସେ ସ୍କୁଲକୁ ଲମ୍ବା କାନଫୁଲ ପିନ୍ଧି ଆସିବା ସହ, ମୋବାଇଲ ମଧ୍ୟ ଧରିଥିଲେ । ସେହିପରି ହାତରେ ନଖ ମଧ୍ୟ ବଢ଼ାଇଥିଲେ ଛାତ୍ରୀ । ଯେଉଁ କାରଣରୁ ଅନ୍ୟ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଛାତ୍ରୀଙ୍କୁ ସ୍କୁଲ ପ୍ରିନ୍ସିପାଲ ଚାପୁଡ଼ା ମାରିବା ସହ ଶିଷ୍ଠାଚାର ଜଣା ନଥିବା ଝିଅ କହି ଗାଳି କରିଥିଲେ ।

ତେବେ କେବଳ ଏତିକି ନୁହେଁ ଛାତ୍ରୀଙ୍କ ବାପା ମାଙ୍କୁ ବିଦ୍ୟାଳୟକୁ ଡକାଇ ଛାତ୍ରୀଙ୍କ ବିଷୟରେ କହିଥିଲେ, ଓ ଏହା ମଧ୍ୟ କହିଥିଲେ ଯେ, ଆପଣଙ୍କ ଝିଅଙ୍କୁ ଶିଷ୍ଠାଚାର ଜଣା ନାହିଁ ଯେଉଁ କାରଣରୁ ମୁଁ ତାଙ୍କୁ ଏକ୍ସଫେଲ୍ କରିବି । ଏ ସମସ୍ତ ଘଟଣା ଛାତ୍ରୀଙ୍କୁ ମାନସିକ ଭାରସାମ୍ୟ ହରାଇବାକୁ ବାଧ୍ୟ କରିଥିଲା । ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରେ ଏବେ ପ୍ରିନ୍ସିପାଲଙ୍କ ନାଁରେ ଛାତ୍ରୀଙ୍କ ମଉସା ପୋଲିସ କମ୍ପେ୍ଲନ ମଧ୍ୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି