Masthead

ଏସ.ଭି.ଏମ୍ କଲେଜରେ ଛାତ୍ରୀ ଅସୁରକ୍ଷିତ, ସୁରକ୍ଷାରେ ଅବହେଳା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଏସ. ଭି. ଏମ କଲେଜରେ କିଛି ଦିନ ହେବ ରାତିରେ ଅଜଣା ଯୁବକ ଛାତ୍ରୀ ନିବାସ ଭିତରେ ପଶି ଆତଙ୍କ ସୁଷ୍ଟି କରୁଛନ୍ତି l ଛାତ୍ରୀ ନିବାସ ଭିତରକୁ ରାତିରେ କେମିତି ଯାଉଛନ୍ତି, ହଷ୍ଟେଲ ଭିତରେ ସିକ୍ୱିରିଟି ରହୁନାହାନ୍ତି ସେଥିପାଇଁ ଏମିତିକା ଘଟଣା ଘଟୁଛି ବୋଲି ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି l ଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ l ଏହି ଅଭିଯୋଗକୁ କଲେଜ ଅଧ୍ୟକ୍ଷ କିଛି ନବୁଝିବାରୁ ପୁନର୍ବାର କାଲି ରାତିରେ ସେହି ଘଟଣା ଘଟିଥିଲା l କିନ୍ତୁ କଲେଜ ଅଧ୍ୟକ୍ଷ କିଛି ନବୁଝିବାରୁ କଲେଜ ଛାତ୍ରୀ ମାନେ ନ୍ୟାୟ ପାଇବାକୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି କ୍ଷ ଏଠି ବିଭିନ୍ନ ପ୍ରକାର ପ୍ରଶ୍ନ ସୁଷ୍ଟି ହୋଉଛି l

କଲେଜ ଅଧ୍ୟକ୍ଷ ଯଦି ଜାଣିଥିଲେ କାହିଁକି କାର‌୍ୟ୍ୟନୁଷ୍ଠାନ କରିଲେ ନାହିଁ?
କଲେଜ ଅଧ୍ୟକ୍ଷ ଜାଣି ଶୁଣି ନୀରବ ରହୁଛନ୍ତି କି?
ଛାତ୍ରୀ ନିବାସ କର୍ତ୍ତୁପକ୍ଷ ଜାଣିକି କାହିଁକି କାର‌୍ୟ୍ୟନୁଷ୍ଠାନ କରୁନାହାନ୍ତି?
କଲେଜ ଛାତ୍ରୀ ହଷ୍ଟେଲ ସାରା ଲକ୍ଷ ଲକ୍ଷ ଟଙ୍କାର କ୍ୟାମେରା ଲଗାଯାଉଛି କିନ୍ତୁ ଅଜଣା ଲୋକଙ୍କ ଭିଡ଼ିଓ ରେକଡିଂ ନାହିଁ କାହିଁକି?
ଯଦି ବାହାର ଲୋକ କେହି ହଷ୍ଟେଲ ଭିତରେ ପସିଥାନ୍ତା କେମିତି ଜାଣିଥାନ୍ତା ଇନଭେଟର କୋଉଠି ଥିଲା ଓ ଇନଭେଟର ସ୍ୱିଚଅଫ କେମିତି ହେଲା ?
ଏତେ ଦିନ ହେଲାନି ହଷ୍ଟେଲ କର୍ତ୍ତୁପକ୍ଷ ନୀରବ ରହିଛନ୍ତି କାହିଁକି ?

ଏମିତି ଅନେକ ପ୍ରଶ୍ନ ସୁଷ୍ଟି ହୋଉଛି କୋଉଠି କବାଟ ବାଡେଇଲାଣି ତ ଆଉ କୋଉଠି ଝରକା ବାଡେଇଲାଣି l ଅଜଣା ଯୁବକ କାହିଁକି ଏମିତି ହଇରାଣ କରୁଛନ୍ତି ତାଙ୍କର ଉଦେଶ୍ୟ କଣ ଥିଲା ବୋଲି ସାଧାରଣରେ ପ୍ରଶ୍ନ ସୁଷ୍ଟି ହୋଉଛି l ଯଦି ହଷ୍ଟେଲ ଭିତରେ ପଶିଛନ୍ତି କେମିତି ଜାଣିଲେ କୋଉ ଜାଗାରେ ରହିଲେ କ୍ୟାମେରାରେ ତାଙ୍କର କିଛିବି ପ୍ରମାଣ ରହିବ ନାହିଁ l ତେବେ ଦେଖିବାକୁ ବାକି ରହିଲା କେବେ ଧରା ପଡିବେ ସେହି ଦୁର୍ବୃତ୍ତ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି