Masthead

ରେଳପଥ ନିର୍ମାଣ ଦାବିରେ ପଦଯାତ୍ରା

ବାଙ୍ଗିରିପୋଷି (ବଡ଼ ଖବର ବ୍ୟୁରୋ): ଗୋରୁମହିଶାଣି ରେଳପଥ ନିର୍ମାଣ ଦାବିରେ ପଦଯାତ୍ରା । ରୁପ୍ସା ଠାରୁ ବାଙ୍ଗିରିପୋଷି ବ୍ଲକର ତାଳବନ୍ଧ ପର୍ଯ୍ୟନ୍ତ ପ୍ରଥମେ ରେଳ ଚଳାଚଳ କରୁଥିଲା।କିନ୍ତୁ ଏବେ ରେଳ ସେବା କ୍ଷେତ୍ରରେ ମୟୁରଭଂଜ ଅବହେଳିତ। ବାଙ୍ଗିରିପୋଷି ଏବଂ ଗୋରୁ ମହିସାଣି ମଧ୍ୟରେ ରେଳ ଚଳାଚଳ ପାଇଁ ଦିର୍ଘଦିନ ଧରି ଦାବି ହେଇ ଆସୁଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି।

ବାଙ୍ଗିରିପୋଷି- ଗୋରୁମହିଶାଣି ମଧ୍ୟରେ ନୂତନ ରେଳପଥ ନିର୍ମାଣ ଦାବିରେ ପଦଯାତ୍ରା ଆରମ୍ଭ କରିଛି ଜିଲ୍ଲାର ଅଣ ରାଜନୈତିକ ସଂଗଠନ ଭଂଜସେନା। ଏହି ପଦ ଯାତ୍ରା ବାଙ୍ଗିରିପୋଷି ରେଳ ଷ୍ଟେସନ ପରିସର ରୁ ଆରମ୍ଭ ହୋଇ ଦୀର୍ଘ ୬୧କିଲୋମିଟର ପଥ ଅତିକ୍ରାନ୍ତ କରି ଗୋରୁମହିଶାଣି ଠାରେ ପହଞ୍ଚିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା