Masthead

କାଲି ନେଇଥିଲେ ଶପଥ, ଆଜି ଛାଡିବାକୁ ଚାହୁଁଛନ୍ତି ମନ୍ତ୍ରୀପଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେରଳରୁ ପ୍ରଥମ ବିଜେପି ସାଂସଦ ସୁରେଶ ଗୋପୀ , ରବିବାର ମୋଦୀଙ୍କ ଶପଥ ପାଠ ଉତ୍ସବରେ ମନ୍ତ୍ରୀ ପଦର ଶପଥ ଗ୍ରହଣ କଲେ । ଏବେ ମନ୍ତ୍ରୀ ପଦ ଛାଡିବାକୁ କହୁଛନ୍ତି । ଶପଥ ଗ୍ରହଣ ସମାରୋହ ପରେ ଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ”ସେ ମନ୍ତ୍ରୀ ପଦ ମାଗି ନଥିଲେ ଏବଂ ଖୁବ୍ ଶୀଘ୍ର ତାଙ୍କୁ ପଦବୀରୁ ମୁକ୍ତ କରାଯିବ ବୋଲି ଆଶା ରହିଛି।”

ପ୍ରକୃତରେ ତାଙ୍କ ମନ୍ତ୍ରୀ ପଦ ଛାଡିବାର କାରଣ ବିଷୟରେ ସେ କହିଛନ୍ତି ଯେ ମୁଁ ଅନେକ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଛି ଏବଂ ତାଙ୍କୁ ତାହା କରିବାକୁ ହେବ। ସୁରେଶ ଗୋପୀ କହିଛନ୍ତି ଯେ ମୁଁ ଥ୍ରୀସୁର ସାଂସଦ ଭାବରେ କାର୍ଯ୍ୟ କରିବି। ଥ୍ରୀସୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ସୁରେଶ ଗୋପୀ ଜିତି କେରଳର ପ୍ରଥମ ଭାଜପା ଏମ୍‌ପି ଭାବରେ ଇତିହାସରେ ତାଙ୍କ ନାମ ଲେଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ