Masthead

ଆଫଗାନରେ ତାଲିବାନୀ ନୀତି

(ବଡ଼ ଖବର ବ୍ୟୁରୋ): ଆଫଗାନରେ ତାଲିବାନୀ ନୀତି । ନୂଆ ସରକାର ଗଠନ କରିବା ପରେ ନୂଆ ନୀତି ଘୋଷଣା କରିଛି ତାଲିବାନ। ତାଲିବାନୀ କହିଛନ୍ତି, କେହି ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଦେଶରେ ଲାଗୁ ହେବ ଇସଲାମିକ୍ ବ୍ୟବସ୍ଥା । ଶରିଆ ଆଇନ ଅନୁସାରେ ଆଫଗାନିସ୍ତାନ ସରକାର ଓ ଲୋକଙ୍କୁ ଚାଲିବ । ଆଫଗାନିସ୍ତାନରେ କିଭଳି ଶାନ୍ତି ଫେରିବ ତାହା ସରକାର ଚେଷ୍ଟା କରିବ ।

ଏଥିସହ ଦେଶ ନ ଛାଡିବାକୁ ଆଫଗାନ ନାଗରିକଙ୍କ ଅପିଲ କରିଛନ୍ତି ନୂଆ ସରକାର । ଅନ୍ୟପଟେ ତାଲିବାନୀ ସରକାରକୁ ବେଆଇନ କହିଛି ରେଜିଷ୍ଟାନ୍ସ ଫୋର୍ସ । ପଞ୍ଜଶୀରରେ ତାଲିବାନ ଚଳାଇଥିବା ନରସଂହାର ରୋକିବା ପାଇଁ ଜାତିସଂଘର ଦ୍ୱାରସ୍ଥ ହୋଇଛି ରେଜିଷ୍ଟାନ୍ସ ଫୋର୍ସ । ସେପଟେ ତାଲିବାନ ସରକାରକୁ ନେଇ ଆମେରିକାରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଆମେରିକା ଆଇନ ପ୍ରଣେତା କହିଛନ୍ତି, ତାଲିବାନ ସରକାର ହେଉଛି, ଆତଙ୍କବାଦୀଙ୍କ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି