Masthead

ବିମାନ ଗଡ଼ାଉଛନ୍ତି ଆତଙ୍କବାଦୀ

(ବଡ଼ ଖବର ବ୍ୟୁରୋ): ବିମାନ ଗଡ଼ାଉଛନ୍ତି ଆତଙ୍କବାଦୀ । ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ି ପଳାଉଛନ୍ତି କିନ୍ତୁ ଛାଡ଼ି ଯାଇଛନ୍ତି ବିପୁଳ ଅସ୍ତ୍ରଶସ୍ତ୍ର । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବେ ତାଲିବାନ ହାତରେ ଲାଗିଛି । ଯାହାକୁ ନେଇ ଆତଙ୍କବାଦୀମାନେ ଫଟୋ ସୁଟ କରୁଥିବା ନଜର ଆସିଛି ।

ଏହା ମଧ୍ୟରେ ଆଫଗାନ ବାୟୁସେନାର ୟୁଏଚ -୬୦ ବ୍ଲାକ ହକ ହେଲିକ୍ୟାପଟରକୁ ଉଡ଼ାଇବା ପରିବର୍ତ୍ତେ ତାଲିବାନୀମାନେ ଟ୍ୟାକ୍ସି ପରି ଚଲାଇ କାନ୍ଦାହାର ବିମାନ ବନ୍ଦରକୁ ନେଇଯାଉଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ତାଲିବାନ କାବୁଲ ଅକ୍ତିଆର କରିବା ପରେ ଆତଙ୍କବାଦୀଙ୍କ ହାତରେ ଆଫଗାନିସ୍ତାନ ବାୟୁ ସେନାର ଶକ୍ତିଶାଳୀ ବିମାନକୁ ଅକ୍ତିଆର କରିଛି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା