Masthead

ଶ୍ରୀମନ୍ଦିରରେ ଉଡ଼ିଲା ବାନା ଧବଳ, ବର୍ଷା ହେବ ପ୍ରବଳ

ପୁରୀ(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଏହି ଲୋକ କଥା ରହିଛି ଯେ, ଶ୍ରୀମନ୍ଦିରରେ ଧଳା ରଙ୍ଗର ବାନା ଲାଗିଲେ ବର୍ଷା ପ୍ରବଳ ହୋଇଥାଏ । ଏହା ଏପରି ନୁହେଁ ଯେ, ବର୍ଷା ହେବାର ଜାଣି ମନ୍ଦିର ପ୍ରଶାସନ ବା ସେବକମାନେ ଏହି ବାନା ଲଗାନ୍ତି । ଲଟେରି ମାଧ୍ୟମରେ ଯେଉଁ ବାନା ସ୍ଥିରିକୃତ ହୋଇଥାଏ ସେହି ବାନା ହିଁ ଲାଗିଥାଏ ।

ଆଉ ଏପରି ସଂଯୋଗ ଭିତରେ ଆଜି ଶ୍ରୀମନ୍ଦିରରେ ଧଳା ରଙ୍ଗର ବାନା ଉଡ଼ୁଛି । ଆଉ ଏପଟେ ରାଜ୍ୟକୁ ମୁହାଁଉଛି ପ୍ରଳୟଙ୍କରୀ ବାତ୍ୟା ‘ୟାଶ୍’ । ଯାହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ପ୍ରବଳରୁ ଅତିପ୍ରବଳ ବର୍ଷା । ଯାହାକୁ ଆଗରୁ ଶ୍ରୀମନ୍ଦିର ବାନା ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ