Masthead

୧୫ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର

ବାଣପୁର (ବଡ଼ ଖବର ବ୍ୟୁରୋ): ସାଳିଆ ନଦୀର ସାଖା ସାପୁଆ ନଦୀରୁ ମଞ୍ଜୁଲତା ମହାରଣାଙ୍କ ମୃତ ଦେହ ଉଦ୍ଧାର । ସାଳିଆ ନଦୀର ଶାଖା ସାପୁଆ ନଦୀରୁ ବାଣପୁର ଅଗ୍ନିଶମ ବାହିନୀ ୧୫ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା । ନଈର ପ୍ରଖର ସ୍ରୋତରେ ଭାସିଯାଇଥିବା ସାନହନ୍ତୁଆଡ଼ ଗାଁର ମଞ୍ଜୁଲତା ମହାରଣା ଗତକାଲି ଗାଧୋଇବା ପାଇଁ ଯାଇଥିଲେ ।

ଘରଲୋକ ବହୁତ ଖୋଜାଖୋଜି ପରେ ମଞ୍ଜୁଲତା ଗାଧୋଇ ଯିବା ସନ୍ଦେହରେ ପାଖରେ ଥିବା ନଈକୁ ଯାଇ ଦେଖିଥିଲେ । ନଈ ପଠାରେ ମଞ୍ଜୁଲତାଙ୍କ ଲୁଗା ଦେଖି ପାଣିରେ ବୁଡିଯାଇଥିବାର ସନ୍ଦେହରେ ଗ୍ରାମର ଯୁବକମାନେ ଖୋଜାଖୋଜି କରିବା ସହ ବାଣପୁର ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ବାଣପୁର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ।

ଏବଂ ବହୁତ ରାତି ହୋଇଯାଇଥିବାରୁ ମଞ୍ଜୁଲତାଙ୍କର କୌଣସି ଖୋଜଖବର ପାଇନଥିଲେ ପୁଣି ଆଜି ସକାଳୁ ବାଣପୁର ଅଗ୍ନିଶମ ବାହିନୀ ତାର ସର୍ଚ୍ଚ ଅପରେସନ ଜାରି ରଖିଥିଲା ଓ ଗାଧୋଇବା ସ୍ଥାନ ଠାରୁ ୧୦୦ ମିଟର ଦୁରରୁ ମଞ୍ଜୁଲତାଙ୍କ ଶବ ଭାସୁଥିବାର ଦେଖି ବାଣପୁର ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ମଞ୍ଜୁଲତାଙ୍କ ଶବକୁ ହସ୍ତାନ୍ତର କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି