Masthead

ଅମରିନ୍ଦର ସିଂହଙ୍କ ପାକିସ୍ତାନ ସହ ଲିଙ୍କ ଅଛି କି ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ଦଳୀୟ ଗୋଷ୍ଠୀ କନ୍ଦଳ ଥମିବାରେ ନାଁ ନେଉନି । କ୍ୟାପଟେନ ଅମରିନ୍ଦର ସିଂହଙ୍କ ଠାରୁ ଆରମ୍ଭ ହୋଇଥିବା କନ୍ଦଳ କେବେ ଶେଷ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁ ନାହିଁ । କାହିିଁକିନା ପଞ୍ଜାବର ଡେପୁଟି ସିଏମ ସୁଖଜିନ୍ଦର ସିଂହ ରାନ୍ଧୱା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପାକିସ୍ତାନର ମହିଳା ବନ୍ଧୁ ତଥା ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇର ସମ୍ପର୍କ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ବାରମ୍ବାର ଚେତାବନୀ ଦେବା ସତ୍ତେ୍ୱ ତାଙ୍କର ପାକିସ୍ତାନୀ ମହିଳା ବନ୍ଧୁ ସରକାରୀ କୋଠାରେ ରହିଥିଲେ ।

ଏପରିକି କ୍ୟାପଟେନ କିପରି ଜାଣିଲେ ପଞ୍ଜାବ ଉପରେ ଆଇଏସଆଇର ନଜର ରହିଛି ବୋଲି ରାନ୍ଧୱା ପ୍ରଶ୍ନ କରିଛନ୍ତି । ଏହା ଅର୍ଥ ହେଉଛି କେହି କ୍ୟାପଟେନଙ୍କୁ କିଛି ସୂଚନା ଦେଉଥିଲେ । ତେଣୁ ଏହାକୁ ଅତି ନିକଟରୁ ଅନୁସନ୍ଧାନ କରିବାକୁ ଡିଜିପି ଇକବାଲପ୍ରୀତ ସିଂହ ସାହୋଟାଙ୍କୁ ରାଣ୍ଡୱା ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଇଡି ମାମଲାର ସମ୍ମୁଖୀନ ହେବା ପରେ ଏବଂ ପାକିସ୍ତାନୀ ନାଗରିକଙ୍କୁ ଆଶ୍ରୟ ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ହାତ ମିଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା