Masthead

ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ(ବଡ଼ ଖବର ବ୍ୟୁରୋ): ମେଡିକାଲ ନେବାବେଳେ ଯୁବକ ଚମ୍ପଟ ମାରିବା ଘଟଣା । ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତଦେହଟି କାଲି ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ହୋଇଥିବା ସନ୍ଦେହ । ମୃତଦେହ ଚିହ୍ନଟ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ପରିବାର ଲୋକେ । ଗତକାଲି କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ଯୁବକ ଶଙ୍କର୍ଷଣ ବେହେରା । ପୋଲିସକୁ ଧକ୍କା ଦେଇ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ।

ଗତ ୧୮ ତାରିଖ ଦିନ ବିଡାନାସୀ ଥାନା ଅନୁସନ୍ଧାନ ନମାରେ ଶଙ୍କର୍ଷଣ ଗିରଫ କରିଥିଲା ପୋଲିସ । ଗୋଟିଏ ଦିନ ବିଡାନାସୀ ଥାନାରେ ରଖିବା ପରେ କ୍ୟାଣ୍ଟନମେଣ୍ଟ ଥାନାକୁ ପଠା ଯାଇଥିଲା । ସେପଟେ ପରିବାରର ଅଭିଯୋଗ ଅନୁଯାୟୀ, ଯୁବକ ଜଣକୁ ଥାନାରେ ପ୍ରବଳ ମାଡ଼ ହୋଇଥିଲା। ଚିକିତ୍ସା ପାଇଁ ଥାନା ତରଫରୁ ମେଡ଼ିକାଲ ନେବା ବେଳେ ଯୁବକ ଜଣକ ଗାଡିରୁ ପଳାଇବାକୁ ଚେଷ୍ଟା କରିବାକୁ ଯାଇ ନଈ ଭିତରେ ପଶିଯାଇ ନିଖୋଜ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି