Masthead

ହାଇକୋର୍ଟ ଗଲା ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା

କଟକ (ବଡ଼ ଖବର ବ୍ୟୁରୋ): ହାଇକୋର୍ଟ ଗଲା ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା । ମାମଲାର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ଦାଏର । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହେଲା ମାମଲା । ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦାବି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ ।ସେପଟେ ଗୋବିନ୍ଦ କହିଲା ହତ୍ୟାର କାହାଣୀ । ବିଚ୍ ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଛି । କାର ଭିତରେ ତଣ୍ଟି ଚିପି ହତ୍ୟା କରିଛି ଗୋବିନ୍ଦ ।

ପୋଲିସ ଆଗରେ ସତ ମାନିଛି ଗୋବିନ୍ଦ ସାହୁ । ଗୋବିନ୍ଦ ସମ୍ପର୍କରେ ମମିତା ଜାଣିଥିଲେ କିଛି ବଡ଼ ଗୁମର । ଗୁମର କାହାକୁ ନ କହିବା ପାଇଁ ମମିତାଙ୍କୁ ଗୁହାରି ହୋଇଥିଲା । ଶପଥ ନକରିବାକୁ କହିବାରୁ ରାଗି ଯାଇଥିଲା ଗୋବିନ୍ଦ । ଉତକ୍ଷିପ୍ତ ହୋଇ କାରର ପଛପଟ ସିଟରେ ତଣ୍ଟି ଚିପି ମାରିଥିଲା ଗୋବିନ୍ଦ । ମହାଲିଙ୍ଗ ଷ୍ଟାଡିୟମରେ ଗାତ ଖୋଳିବାକୁ ସହଯୋଗୀ ରାଧେକୁ କହିଥିଲା । ମୁନସୀକୁ କହି କାଡବୋର୍ଡ ପ୍ରସ୍ତୁତ ରଖାଯାଇଥିଲା । ଗାତରେ ପାଣି ଜମିବାରୁ କାଡବୋର୍ଡ ପକାଯାଇଥିଲା । ମୃତଦେହରେ କାଠ ଓ ଟାୟାର ପକାଇ ଜାଳି ଦେଇଥିଲା ଗୋବିନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ