Masthead

ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ । ସଜେଇ ହୋଇଛି ଭୁବନେଶ୍ଵରର ମହାତ୍ମା ଗାନ୍ଧୀ ମାର୍ଗ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି । ଜୟହିନ୍ଦ ଧ୍ବନିରେ ପ୍ରକମ୍ପିତ ହେଉଛି ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗ। କଦମ ତାଲ ସାଙ୍ଗକୁ ଦେଶାତ୍ମକ ବୋଧ ସଙ୍ଗୀତ ଓ ପୋଲିସ ବ୍ୟାଣ୍ଡ ସହ ଚଳିତ ବର୍ଷ ପ୍ରାୟ ୫୦ ଟି ଗ୍ରୁପ୍‌ ଭାଗ ନେଇଛନ୍ତି ।

ଚଳିତ ବର୍ଷ ପରେଡ୍‌ କମାଣ୍ଡର ଭାବେ ଶୁଭମ୍ ସଞ୍ଜୟଙ୍କୁ ଦାୟିତ୍ଵ ଦିଆଯାଇଛି । ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌,୧୨୦ ବାଟାଲିୟନ, ଆଇଟିବିପି, ଏସ୍‌ଏସ୍‌ବି ସୈନିକ ସ୍କୁଲ ଭଳି ପ୍ରାୟ ୫୦ ଟି ଗ୍ରୁପ୍‌ ଭାଗ ନେଇଛନ୍ତି। ଡେୟାର୍‌ ଡେଭିଲ୍ସ ଟିମ୍ ଚିତ୍ତାକର୍ଷକ କୌଷଳ ପ୍ରଦର୍ଶନ କରୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବିଭିନ୍ନ ବିଭାଗର ୧୨ ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେଉଛି । ସେଥିପାଇଁ ଖୋଲିଛି ପୋଲିସ କଣ୍ଟ୍ରୋଲ ରୁମ୍। ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ