Masthead

ଡିଲରଙ୍କ ଇଚ୍ଛାରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ):ଡିଲର୍ ଵାଵୁଙ୍କ ଇଛା ରେ ଚାଲିଛି ରାସନ ବସାମଗ୍ରୀ ବଣ୍ଟନ। ରାସନ୍ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ଡିଲର୍ କାହା ଇଙ୍ଗିତରେ ଏମିତି କାମ କରୁଛନ୍ତି। ଯୋଗାଣ ବିଭାଗ ଏ ବାବଦରେ ଅବଗତ ଅଛନ୍ତି କି ନାହିଁ ? ଡିଲର୍ ମାନଙ୍କର ଏ ଭଳି କାର୍ଯ୍ୟ ପାଇଁ ପ୍ରଛଦପଟ ର ନାୟକ କିଏ ? ଏଭଳି ଏକ ଚାଉଳ ହଡପ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବ୍ରାହ୍ମଣ ଗାଁ ପଞ୍ଚାୟତରୁ । ଯଦି ଡିଲର୍ ବାବୁ ଟଙ୍କା ହିତାଧିକାରୀଙ୍କୁ ଦେଉଛନ୍ତି ତାହାଲେ ସରକାର ଦେଉଥିବା ହିତାଧିକାରୀ ଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ଗହମ ଯାଉଛି କୁଆଡେ।

ଡିଲର୍ ବାବୁ ଚାଉଳ ଓ ଗହମ ବଦଳରେ ଟଙ୍କା ଦେବା କଥା ଯୋଗାଣ ବିଭାଗ ଅଧିକାରୀ ଯାଣିଛନ୍ତି କି ନାହିଁ। ନା ଯୋଗାଣ ବିଭାଗ ଓ ଡିଲର୍ ମାନଙ୍କର ମଧୁ ଚନ୍ଦ୍ରିକା ରେ ଚାଲିଛିକି ଏମିତି ଘଟଣା । ଡିଲର ମାନଙ୍କ ମନ ମୁଖୀ ଯୋଗୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଗରିବ ଜନ ସାଧାରଣ । କିଛି ଦିନ ପୂର୍ବରୁ ବାସୁଦେବପୁର ଯୋଗାଣ ଅଧିକାରୀଙ୍କୁ କରଞ୍ଜଆଡ଼ିଆ ମହିଳା ମାନେ ଡିଲର୍ ଚାଉଳ ନ ଦେବାରୁ ବିଚ୍ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ । ଆଜି ପୁଣି ବ୍ରାହ୍ମଣୀ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ବ୍ରାହ୍ମଣୀ ଗାଁର ଡିଲର ଉମାକାନ୍ତ ସାହୁଙ୍କ ନାମରେ ଲକ୍ଷ୍ୟାଧିକ ଅଭିଯୋଗ କିନ୍ତୁ ଯୋଗାଣ ନିରୀକ୍ଷକ ସହିତ ମଧୁଚନ୍ଦ୍ରିକା ପାଇଁ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ