Masthead

ଥଣ୍ଡାକୁ ଡରୁଛି ଡ୍ରାଗନ

ନୂଆଦିଲ୍ଲୀ: ଲଦାଖରୁ ୧୦ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ । ଥଣ୍ଡା ସହି ନପାରି ପଛକୁ ହଟିଛି ଡ୍ରାଗନ । ଲଦାଖ ସୀମାରେ ପ୍ରବଳ ଜାଡ ଯୋଗୁଁ ବିବାଦୀୟ ଅଞ୍ଚଳରୁ ଚୀନ ୧୦ହଜାର ସୈନ୍ୟ ପ୍ରତ୍ୟାହାର କରିଛି । ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଏଲଏସିର ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ । ଲଦାଖର ଆଗୁଆ ଅଞ୍ଚଳଗୁଡିକରେ ଦୁଇ ଦେଶର ସେନା ଡେରା ପକାଇ ବସିଛନ୍ତି । ସୀମାରେ ବିବାଦ ବଢିବାରେ ଦୁଇ ଦେଶ ନିଜର ନିଜର ସୀମାରେ ୧ଲକ୍ଷ ସୈନ୍ୟଙ୍କ ସହ ଯିଦ୍ଦାସ୍ତ୍ର ମହଜୁଦ ରଖିଥିଲେ । ଲଦାଖରେ ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁଁ ସୈନ୍ୟ ପରିଚାଳନା ଅସମ୍ଭବ ହୋଇଥାଏ । ଯାହାଦ୍ୱାରା ଚୀନ ସୈନ୍ୟ ପ୍ରତ୍ୟାହାର କରିଥାଏପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଆକଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ