ରାଜସ୍ଥାନ ବିଧାନସଭାରେ ହାଇଡ଼୍ରାମା, ମନ୍ତ୍ରୀଙ୍କୁ ଘୋଷାଡ଼ି ବାହାର କଲେ

ରାଜସ୍ଥାନ  (ବଡ଼ ଖବର ବ୍ୟୁରୋ):  ରାଜସ୍ଥାନ ବିଧାନସଭାରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ ଘଟଣା । ରାଜେନ୍ଦ୍ର ଗୁଦ୍ଦାଙ୍କୁ ବିଧାନସଭାରୁ ଘୋଷାଡ଼ି ବାହାର କରିଦିଆଯାଇଛି । ରାଜସ୍ଥାନ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ସୋମବାର ବିଧାନସଭାରୁ ଘୋଷାଡ଼ି ବାହାର କରିଦିଆଯାଇଥିବା ଅଭିଯୋଗ କରିଛନ୍ତି ଗୁଦ୍ଦା । ଆର୍ଥିକ କାରବାରରେ ଅନିୟମିତତା ସମ୍ପର୍କିତ ସମସ୍ତ ବିବରଣୀକୁ ରଖିବା ସେ ପାଇଁ ଦାବି କରିଥିଲେ । ଏକ ଲାଲ ରଙ୍ଗର ଡାଏରୀ ଧରି ସେଥିରେ ସେଥିରେ ଆର୍ଥିକ କାରବାରରେ ଅନିୟମିତତା ସମ୍ପର୍କିତ ସମସ୍ତ ବିବରଣୀ ରହିଥିବା ଦାବି କରିଥିଲେ।

ଶୂନ୍ୟକାଳ ବେଳେ ଗୁଧା ବାସସ୍ପତି ସି.ପି. ଜୋଷୀଙ୍କ ଆସନ ପାଖକୁ ଯାଇ ଡାଏରୀ ଦେଖାଇବା ସହ ଯୁକ୍ତିତର୍କ କରିଥିଲେ। ବାଚସ୍ପତି ତାଙ୍କୁ ଚାମ୍ବରକୁ ଯାଇ ଆଲୋଚନା କରିବାକୁ କହିଥିଲେ। ଏହା ପରେ ଗୁଧା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିଓ୍ବାଲଙ୍କ ପାଖକୁ ଯାଇ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ କଂଗ୍ରେସ ବିଧାୟକ ରଫିକ୍‌ ଖାନ୍‌ ତାଙ୍କୁ ଠେଲିଦେଇଥିବାବେଳେ ଅନ୍ୟ ବିଧାୟକମାନେ ତାଙ୍କୁ ଗୃହ ବାହାରକୁ ନେଇଯିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଅଭିଯୋଗ କରିଛିନ୍ତି ରାଜେନ୍ଦ୍ର ଗୁଦ୍ଦା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’