Before Header

ଶିଶୁଙ୍କଠାରେ କୋଭାକ୍ସିନର ୨\୩ ପର୍ଯ୍ୟାୟ ପରୀକ୍ଷଣ ଶେଷ

0 25

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହାଇଦ୍ରାବାଦର ବାୟୋଟେକନୋଲୋଜି କମ୍ପାନୀ ତଥା କୋଭାକ୍ସିନ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ ଶିଶୁଙ୍କଠାରେ କୋଭାକ୍ସିନର ୨\୩  ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି । ୧୮ ବର୍ଷରୁ କମ ବୟସର ଶିଶୁଙ୍କଠାରେ କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ବୋଲି ଭାରତ ବାୟୋଟେକ କହିଛି ।

ଆସନ୍ତା ସପ୍ତାହରେ ଭାରତ ବାୟୋଟେକ ଏହି ତଥ୍ୟ ଡିସିଜିଆଇରେ ଦାଖଲ କରିବ । ଭାରତ ବାୟୋଟେକର ଅଧ୍ୟକ୍ଷ କ୍ରୀଷ୍ଣା ଏଲ୍ଲା କହିଛନ୍ତି, ଅକ୍ଟୋବରରେ କୋଭାକ୍ସିନ ଉତ୍ପାଦନ ୫୫ ନିୟୁତରେ ପହଞ୍ଚିବ ।

Leave A Reply

Your email address will not be published.