Masthead

ଗାଁ ମୁହାଁ ବଣ୍ୟଜନ୍ତୁ

କୋଣାର୍କ (ବଡ଼ ଖବର ବ୍ୟୁରୋ): ଇତିହାସରେ ବଦଳିବ ବାଲୁଖଣ୍ଡ ଅଭୟାରଣ୍ୟ । ମାତିଛନ୍ତି କାଠ ମାଫିଆ । ଲୁଟି ନେଉଛନ୍ତି ଶହ ଶହ ମୂଲ୍ୟବାନ କାଠ । ପୁରୀ -କୋଣାର୍କ ମେରାଇନ ଡ୍ରାଇଭର ଉଭୟ ପାଶ୍ୱର୍ରେ ରହିିଛି ଲକ୍ଷ ଲକ୍ଷ ମୂଲ୍ୟବାନ ଗଛ । ଏଥିପାଇଁ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ବାଲୁଖଣ୍ଡ ଅଭୟାରଣ୍ୟରେ । ଧୀରେ ଧୀରେ କାଠ ମାଫିଆଙ୍କ ଦୈାରାତ୍ମ୍ୟ ବଢିବାରେ ଲାଗିଛି ।

ରାତିର ଅନ୍ଧକାରରେ ଲୁଟିନେଉଥିବା ବହୁ ମୂଲ୍ୟ କାଠକୁ ଖୁଲମଖୁଲା ଦିନ ଦ୍ୱିପ୍ରହରରେ ଚରଲାଣ କରୁଛନ୍ତି ମାଫିଆ । କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ବସିଛି ପ୍ରଶାସନ । ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ବନ ବିଭାଗକୁ ଜଣାଇଥିଲେ ମଧ୍ୟ ବନ ବିଭାଗ ସମ୍ପୂର୍ଣ୍ଣ ଚୁପ୍ । ଦିନକୁ ଦିନ ଗଛ କଟାଯାଇ ଚାଲାଣ ହେବା ଫଳରେ ସେଠାରେ ବସବାସ କରୁଥିବା ବଣ୍ୟ ଜୀବଜନ୍ତୁ ଗାଁ ମୁହାଁ ହେବାକୁ ଲାଗିଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି