Masthead

ସିଦ୍ଧୁଙ୍କ ଭାଗ୍ୟ ନିର୍ଣ୍ଣୟ ଆଜି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ପଞ୍ଜାବ କଂଗ୍ରେସରେ ନବଜୋତ ସିଂହ ସିଦ୍ଧୁଙ୍କ ସଭାପତି ପଦକୁ ନେଇ ସଂଶୟ ଲାଗି ରହିଛି। ଏହା ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ଦିଲ୍ଲୀରୁ ଡକରା ଆସିଛି। ଦିଲ୍ଲୀରେ ସିଦ୍ଧୁ ପଞ୍ଜାବ ପ୍ରଭାରୀ ହରିଶ ରାଓ୍ଵତଙ୍କ ସହିତ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ କେସି ବେଣୁଗୋପାଳଙ୍କୁ ଭେଟିବେ।

ପ୍ରଦେଶ କଂଗ୍ରସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦବା ତାଙ୍କ ପାଇଁ ଚିନ୍ତା ବଢିଯାଇଛି । ସିଦ୍ଧୁଙ୍କ ଭବିଷ୍ୟତର ଫୈସଲା ଗୁରୁବାର ହୋଇପାରେ । ରାଷ୍ଟ୍ରିୟ ସଂଗଠନ ମହାସଚିବ କେ ସି ବେଣୁଗୋପାଲ ଏବଂ ପଞ୍ଜାବ ପ୍ରଭାରୀ ହରିଶ ରାୱାତଙ୍କ ସହ ହେବାକୁ ଥିବା ବୈଠକରେ ସିଦ୍ଧୁଙ୍କ ପଦ ସ୍ଥିର ହେବ । ଯଦି ନିର୍ବାଚନ ପର୍ଯ୍ୟନ୍ତ ସେ ନୀରବ ରହିବାର ସର୍ତ୍ତ ମାନନ୍ତି ତେବେ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ