Masthead

ନବମ ଶ୍ରେଣୀ ଛାତ୍ରଙ୍କ ଭାଗ୍ୟ ବଦଳାଇ ଦେଲା ମହାମାରୀ କରୋନା

(ବଡ଼ ଖବର ବ୍ୟୁରୋ):  କରୋନା ମହାମାରୀ ଅନେକ ଲୋକଙ୍କ ରୋଜଗାର ଛଡାଇ ନେଇଛି । ହେଲେ କିଛି ଲୋକେ ଏହି ମହାମାରୀ ସମୟରେ ଅନଲାଇନ୍ ଇନଭେଷ୍ଟମେଣ୍ଟ ଜରିଆରେ ଲକ୍ଷାଧିକ ଟଙ୍କା ଆୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ଏହି କରୋନା ମହାମାରୀ ସମୟରେ ଘରେ ରହି କୋଟିଏ ଟଙ୍କା ରୋଜଗାର କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ର । ସେହି ଛାତ୍ର ଜଣକ ହେଲେ ଆୟୁଷ୍ମାନ ।

ତାଙ୍କ ଘର ବଲେଶ୍ୱର ଜିଲ୍ଲା ଗୁଡିପଦାରେ । ସେ ଏବେ ବାଲଶ୍ୱର ସେଣ୍ଟ ଥୋମାସ ସ୍କୁଲରେ ନବମ ଶ୍ରେଣୀର ପାଠ ପଢୁଛନ୍ତି । ହେଲେ ସେ ଏତେ କମ ବୟସରେ କୋଟିଏ ଟଙ୍କା ରୋଜଗାର କରିବା ଏ କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ତ ଲାଗିବ । ଏ ନେଇ ଆୟୁଷ୍ମାନ କହିଛନ୍ତି ସେ କ୍ରାଉଡ-୧ରେ ୯ ହଜାର ଟଙ୍କା ଦେଇ ଆରମ୍ଭ କରିଥିଲେ । ପ୍ରଥମ ଦିନରେ ତାଙ୍କୁ ୨୫୦୦ ଟଙ୍କାର ଲାଭ ହୋଇଥିଲା । ଏପରି ସେ ମାସେ ଭିତରେ ପାଖାପାଖି ୩୦ ହଜାର ଟଙ୍କା ଆୟ କରିଥିଲେ ।ତେବେ ୟୁରୋ ମୂଲ୍ୟରେ ଭାରତୀୟ ମୁଦ୍ରାରେ ସେ ହାରାହାରି କୋଟିଏରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ