Masthead

ଲିଭିଲା ନିଆଁ, ନାଚିଲେ କର୍ମଚାରୀ

ରାଇଘର (ବଡ଼ ଖବର ବ୍ୟୁରୋ): ଜଳୁଥିଲା ଜଙ୍ଗଲ । ନିଆଁର ଆଁରେ ନଷ୍ଟ ହେଉଥିଲା ମୂଲ୍ୟବାନ ଗଛ । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ବନ ବିଭାଗ ନାକେଦମ ହୋଇଯାଇଥିଲେ । କିନ୍ତୁ ପ୍ରକୃତି ଢାଲିଲା ଆର୍ଶୀବାଦ । ଜିଲ୍ଲାରେ ସନ୍ଧ୍ୟା ପରେ ଲଗାତାର ଝିପ୍ ଝିପ ବର୍ଷା ଲାଗି ରହିଛି । ପୂର୍ବରୁ ଅସରାଏ ଅସରାଏ ବର୍ଷାରେ ଜଙ୍ଗଲ ନିଆ ନିୟନ୍ତ୍ରଣ ଥିଲା କିନ୍ତୁ ଗତକାଲି ସନ୍ଧ୍ୟାରେ ବର୍ଷା ପରେ ଜିଲ୍ଳାରେ ଜିରୋ ଫାୟାର ପଏଣ୍ଟ ହୋଇଯାଇଛି। ବର୍ଷା ଯୋଗୁଁ ବନ ବିଭାଗ କର୍ମଚାରୀ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ବର୍ଷାରେ ଭିଜି ଭିଜି ନାଚି ଉଠିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ