ମାଓକ୍ୟାମ୍ପରୁ ଆସିଲା ନିଖୋଜ ଯବାନଙ୍କ ପ୍ରଥମ ଫେଟୋ

ବିଜାପୁର (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ବିଜାପୁରରେ ହୋଇଥିବା ନକ୍ସଲଙ୍କ ବର୍ବରକାଣ୍ଡରେ ସହିଦ୍ ହୋଇଥିଲେ ୨୩ ଜଣ ଭାରତୀୟ ଯବାନ । ଏହାସହିତ ଜଣେ ଯବାନଙ୍କୁ ଅଟକ ରଖିଛନ୍ତି ମାଓବାଦୀ । ବର୍ତ୍ତମାନ ନିଖୋଜ ଯବାନଙ୍କ ଫଟୋ ଜାରି କରିଛନ୍ତି ମାଓବାଦୀ । ଏପ୍ରିଲ ୨ ତାରିଖରେ ବିଜାପୁରରେପୋଲିସ ମାଓବାଦୀ କାଣ୍ଡ ପରେ ଅପହୃତ ସିଆରପିଏଫ ଜବାନ ରାକେଶ୍ବର ସିଂ ମନହାସଙ୍କ ସୁସ୍ଥ ଥିବା ଫଟୋ ଆଜି ମାଓବାଦୀ ଗଣମାଧ୍ୟମକୁ ଦେଇ ସେ ସୁସ୍ଥ ଥିବା କହିଛନ୍ତି । ଫଟୋରେ ସେ ସେନା ପୋଷାକରେ ବସିଥିବା ଦେଖିବାକୁ ମିଳିଛି । ତେବେ ସରକାର ଅନୁକୂଳ ବାତାବରଣରେ କଥାବାର୍ତ୍ତା କରିବା ପରେ ତାଙ୍କୁ ଛାଡିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ