Masthead

ପାଠପଢାରେ ଝିଅ ଆଗରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଠପଢାରେ ଝିଅ ଆଗରେ । ବିଭିନ୍ନ ପରୀକ୍ଷାରେ ଅଧିକାଂଶ ସମୟରେ ପୁଅଙ୍କୁ ପଛରେ ପକାଇ ବାଜିମାରନ୍ତି ଝିଅ । ଏଥର ଯୁକ୍ତ ଦୁଇ ଫଳରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି । ପୁଅଙ୍କ ତୁଳନାରେ ଅଧିକ ରହିଛି ଝିଅଙ୍କ ପାସହାର । ଝିଅଙ୍କ ପାସ ହାର ୮୫.୬୭ ରହିଥିବାବେଳ ପୁଅଙ୍କ ପାସ ହାର ୮୪.୨୮ ପ୍ରତିଶତ ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ଝିଅ ଆଗରେ ରହିଛନ୍ତି । ପୂର୍ବରୁ ମଧ୍ୟ ମାଟ୍ରିକ ପରୀକ୍ଷାରେ ଝିଅମାନେ ବାଜି ମାରିଥିଲେ ।

ଚଳିତ ବର୍ଷ ଦଶମ ରେଜଲ୍ଟରେ ବି ଝିଅମାନେ କମରେ ନାହାନ୍ତି । ଏଥିରେ ବି ପୁଅଙ୍କୁ ପଛରେ ପକାଇ ଝିଅମାନେ ଆଗରେ ରହିଛନ୍ତି । ଚଳିତ ବର୍ଷ ମାଟ୍ରିକରେ ପାସ ହାର ୯୬.୪୦ ପ୍ରତିଶତ ରହିଥିଲାା ଛାତ୍ରୀଙ୍କ ପାସ ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୫.୭୫ ପ୍ରତିଶତ ଥିଲା । ସେହିଭଳି ସର୍ବଭାରତୀୟ ସ୍ତରର ଶୀର୍ଷ ପରୀକ୍ଷା ୟୁପିଏସସିରେ ମଧ୍ୟ ଦେଶର ଝିଅଙ୍କ ସଫଳତା ଦେଖିଥିଲେ ସମସ୍ତ । ଟପ୍ ୪ରେ ସମସ୍ତେ ଥିଲେ ଝିଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା