ପ୍ରଚାର ବେଳେ ନେତା ଅସୁସ୍ଥ

କଣାସ (ବଡ଼ ଖବର ବ୍ୟୁରୋ): ପ୍ରଚଣ୍ଡ ଖରାକୁ ଖାତିରି ନକରି ପ୍ରାର୍ଥୀ ମାନେ ପ୍ରଚାରକୁ ଗୁରୁତ୍ଵ ଦେଉଛନ୍ତି । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳିରେ । ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ପୁରୀ ଜିଲ୍ଲା କଣାସ ବ୍ଲକ କାଦୁଆ ପଞ୍ଚାୟତ କୌଡିଖଣି ଗାଁରେ ନିଜର ଦଳୀୟ ନିର୍ବାଚନୀ ପ୍ରଚାର କରିବା ସମୟରେ ପ୍ରଚଣ୍ତ ଖରା ଓ ଗୁଳୁଗୁଳି ପାଇଁ ଅସୁସ୍ଥ ହୋଇ ପଡିଲେ ।

ଏହି ପ୍ରଚାର ସମୟରେ ତାଙ୍କ ସହିତ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିଦ ପାତ୍ର ମଧ୍ୟ ଉପସ୍ଥିତ ଲେ । ପରେ ଗାଁ ଲୋକେ ଏକ ଗଛ ଛାଇ ଥିବା ଜାଗାକୁ ଓମ୍ ପ୍ରକାଶଙ୍କୁ ଆଣି ବିଂଚା ବିଞ୍ଚି କରି ତାଙ୍କୁ ପାଣି ଓଆରଏସ ଦେଇଥିଲେ । ସୁସ୍ଥ ହେବାପରେ ପୁଣି ପ୍ରଚାର ମଇଦାନକୁ ଓଲାହିଥିଲେ ଓମ୍ ପ୍ରକାଶ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ