Masthead

‘ବଡ଼ ଖବର’ର ବଡ଼ ଅଭିଯାନ, ଟାଟାକୁ ଜବାବ ଦେବା

(ବଡ଼ ଖବର ବ୍ୟୁରୋ): ‘ଟାଟାକୁ ଜବାବ ଦେବା’ । ରାଜ୍ୟରେ ବିଦ୍ୟୁତ୍ ବିଲ୍ ନାଁରେ ଶୋଷଣ । ସାଧାରଣ ଉପଭୋକ୍ତାଙ୍କୁ ଲୁଟ୍ ହେଉଥିବା ଅଭିଯୋଗ । ମନଇଚ୍ଛା ଆସୁଛି ବିଦ୍ୟୁତ୍ ବିଲ୍ । ଟାଟା ଶାସନରେ ଗ୍ରାହକ ହେଉଛନ୍ତି ହନ୍ତସନ୍ତ । ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । କମ୍ପାନୀ ସହ ହେଉଛି ସରକାରଙ୍କ ସଲାସୁତରା ଅଭିଯୋଗ । ବିଧାନସଭାରେ କହି କଥା ରଖିଲେନି ଶକ୍ତିମନ୍ତ୍ରୀ । ଗ୍ରାହକଙ୍କୁ କଷ୍ଟ ହେଉଛି ବିଜୁଳିରେ ମନମାନି । ଉପଭୋକ୍ତାଙ୍କୁ ଶୋଷଣ ବିରୋଧରେ ‘ବଡ଼ ଖବର’ର ବଡ଼ ଅଭିଯାନ । ‘ଟାଟାକୁ ଜବାବ ଦେବା’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା