Masthead

ବୁର୍ଲା ଭୀମସାର ମେଡିକାଲ କଲେଜରେ ଛାତ୍ରଙ୍କ ଦୌରାତ୍ମ୍ୟ

ବୁର୍ଲା (ବଡ଼ ଖବର ବ୍ୟୁରୋ ): ବୁର୍ଲା ଭୀମସାରରେ ଅଭାବନୀୟ ଘଟଣା । ମେଡିକାଲ ଛାତ୍ରଙ୍କୁ ପିଟିଲେ ଅନ୍ୟ ମେଡିକାଲ ଛାତ୍ର । ଏମକେସିଜି ଛାତ୍ରଙ୍କୁ ମାଡ଼ ମାରିଲେ ଭିମସାର ଛାତ୍ର । ଇଉଫୋରିଆ କାର୍ଯ୍ୟକ୍ରମ ବେଳେ ଅଘଟଣ । ଏମକେସିଜି ଛାତ୍ରଙ୍କ ଉପରେ ଆକ୍ରମଣ । ଆନ୍ତଃକଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଇଉଫୋରିଆ । ବସ ଭାଙ୍ଗିବା ସହ ପଥର ମାଡ଼ କଲେ ଭୀମସାର କଲେଜ ଛାତ୍ର । ୯ଜଣ ଛାତ୍ର ଆହତ, ଡାକ୍ତରଖାନାରେ ଭର୍ତ୍ତି । ଜଣେ ଛାତ୍ର ଗୁରୁତର ଥିବା ସୂଚନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼