Masthead

ଇରାନ ସଂସଦର ନୂଆ ଆଦେଶ, ହିଜାବ ନପିନ୍ଧିଲେ ଭୋଗିବାକୁ ପଡିବ ୧୦ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇରାନ ର ସଂସଦ ଏକ ବିଲ ପାସ କରିଛି । ଯେଉଁଥିରେ ଇରାନ ମହିଳାଙ୍କ ପାଇଁ ଏକ ନୁଆ ଆଦେଶ ଆସିଛି । ହିଜାବ ନପିନ୍ଧିଲେ ହେବ ୧୦ ବର୍ଷ ଜେଲ ଦଣ୍ଡ । ସର୍ବସାଧାରଣରେ ଯିବା ବେଳେ ଯେଉଁମହିଳା ହିଜାବ ନପିନ୍ଧି ଯିବେ ସେମାନଙ୍କ ଭୋଗିବାକୁ ପଡିବ ୧୦ ବର୍ଷ ଜେଲ ଦଣ୍ଡ ।ଏଭଳି ନିୟମ କେବଳ ମହିଳା ମାନଙ୍କ ପାଇଁ ଲାଗୁ ହେବ ନାହିଁ ଏହା ପୁରୁଷ ମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବ ।

ଆଦେଶ ଆସିଛି ଯେ ଯେଉଁ ପୁରୁଷ ମାନେ ବିନା ହିଜାବରେ ମହିଳାମାନଙ୍କୁ ଜିନିଷ କିଣାବିକା କରିବେ ସେମାନେ ମଧ୍ୟ କଠୋର ଦଣ୍ଡରେ ଦଣ୍ଡିତ ହେବେ । ଯେଉଁ ମହିଳା ମାନେ ହିଜାବ ପିନ୍ଧିବାକୁ ଏହାକୁ ମନା କରିବେ ଏବଂ ଯେଉଁମାନେ ଏହାକୁ ସମର୍ଥନ କରିବେ ସେମାନଙ୍କୁ ଜୋରିମନା ଲାଗୁ କରାଯିବ । ଇରାନର ୨୯୦ ସଦସ୍ୟ ବିଶିଷ୍ଟ ସଂସଦରେ ୧୫୨ ସଂସାଦ ଏହାକୁ ସମର୍ଥନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି