ଦଳୀୟ ରଣନୀତି ଏବେ ପଞ୍ଚାୟତ ମୁହାଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି, କଂଗ୍ରେସ ଏବଂ ବିଜେଡି । ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ କରିଦେଲେଣି କସରତ । ଦଳୀୟ ରଣନୀତି ଏବେ ପଞ୍ଚାୟତ ମୁହାଁ । ବିଜେଡି ପଞ୍ଚାୟତ ସ୍ତରୁରୁ ଦଳୀୟ ସଙ୍ଗଠନ ମଜବୁତ ପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ । କଂଗ୍ରେସ କାଳେ ପଛରେ ପଡିଯିବ । ସେଥିପାଇଁ ଦଳୀୟ ନେତା କରୁଛନ୍ତି ଘନ ଘଡ଼ ବୈଠକ । ଏପରି ସମୟରେ ବିଜେପି ଦୁଇ ଆଗକୁ ବଢି ଦଳର ପଞ୍ଚାୟତି ରାଜ କମିଟିର ଦୁଇ ଦିନିଆ ବୈଠକ ବସିଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଯେଭଳି ଢଙ୍ଗରେ ଶାସକ ବିଜୁ ଜନତା ଦଳକୁ ଚେକ ଦେଇଥିଲା । ତାକୁ ନେଇ ଆରମ୍ଭ କରି ଦେଇଛି ବ୍ଲୁ ପ୍ରିଣ୍ଟ । ଦଳ ବୁଥ ସ୍ତରରେ ଆଗୁଆ କମିଟି ଗଢି ନିର୍ବଚନୀ ମଇଦାନକୁ ଅହ୍ଲାଇବା ପାଇଁ ରଣନୀତି କରିଛି ।

ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ବି ଆରମ୍ଭ କରି ଦେଇଛି ପ୍ରସ୍ତୁତି । ବିଜେପି ଯେଉଁ ଷ୍ଟାର୍ଟେଜି କରୁଛି । ସମାନ ଢଙ୍ଗରେ କଂଗ୍ରେସ ବି ସେଇ ରଣନୀତି କରୁଛି । ୱାର୍ଡ, ପଞ୍ଚାୟତ, ବ୍ଲକ ସ୍ତରରେ କମିଟି ଗଠନ କରି କ୍ୟମ୍ପେନ ଆରମ୍ଭ କରିଛି ପିସିସି । ପଞ୍ଚାୟତ ନିର୍ବାଚନ ପାଇଁ ଜୋର ଧରିଛି ଦଳୀୟ ରାଜନୀତି । ଯାହାକୁ ବିଜେଡି, କଂଗ୍ରେସ ଏବଂ ବିଜେପିର ବରିଷ୍ଠ ନେତା କରୁଛନ୍ତି ଘନ ଘନ ବୈଠକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’