Masthead

ରିଲିଜ୍ ହେଲା ଫିଲ୍ମ ‘ଜବାନ’ର ପ୍ରିଭ୍ୟୁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ) : ଅପେକ୍ଷାର ଅନ୍ତ ଘଟିଲା, ଫିଲ୍ମ ‘ପଠାନ’ ସୁପରହିଟ୍ ହେବା ପରେ ପରେ ଆସିଲା ଆଉଏକ ଦମଦାର ଫିଲ୍ମ ‘ଜବାନ’ । ଯାହାର ପ୍ରିଭ୍ୟୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଶାାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜବାନ’ ର ପ୍ରିଭ୍ୟୁ ସୋମବାର ୧୦ ଜୁଲାଇ ରେ ରିଲିଜ ହୋଇଛି । ଯାହାକୁ ନେଇ କିଙ୍ଗ ଖାନଙ୍କ ଦର୍ଶକମାନେ ଅତ୍ୟନ୍ତ ଖୁସି ଥିବା ନଜର ଆସିଛନ୍ତି । ୨ ମିନିଟ୍ ୧୫ ସେକେଣ୍ଡର ଏହି ପ୍ରିଭ୍ୟୁରେ ଦମଦାର ଅଭିନୟ କରିଛନ୍ତି ।

୭ ସେପ୍ଟେମ୍ବର ୨୦୨୩ରେ ରିଲିଜ୍ ହେବ ଏହି ଫିଲ୍ମ । ଫିଲ୍ମର ରିଲିଜକୁ ନେଇ ଦର୍ଶକମାନେ ଅତ୍ୟନ୍ତ ଖୁସି ଥିବା ଜଣାପଡୁଛନ୍ତି । ଫିଲ୍ମଟି ଦମଦାର ଆକ୍ସନ ଓ ଶାାହାରୁଖଙ୍କ ସ୍ୱାଗ୍ରେ ଭରପୁର ରହିଛି ବୋଲି କହୁଛନ୍ତି ଫ୍ୟନ୍ସ୍ । ଫିଲ୍ମର ଆକ୍ସନ ଓ ଥ୍ରିଲ୍ର ଝଲକ ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ କହିଲେ ନସରେ ।

ଫିଲ୍ମରେ ଶାହାରୁଖଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ନୟନତାରାଙ୍କୁ ଦେଖିବାକୁ ମିଲିଛି । ପ୍ରଶଂସକମାନେ ଏହି ଫିଲ୍ମଟିର ଆକ୍ସକୁ ନେଇ କିଙ୍ଗ୍ ଖାନଙ୍କୁ ପ୍ରଶଂସା କରିଛନ୍ତି । ଶାହାରୁଖଙ୍କ ପୂର୍ବ ଫିଲ୍ମ ‘ପଠାନ’ ଟି ଫିଲ୍ମ ଜଗତରେ ଅନେକ ପଇସା କମେଇଥିଲା । ପରେ ଫିଲ୍ମ ‘ଜବାନ’ ବକ୍ସଅଫିସରୁ କେତେ ଟଙ୍କା କମେଇ ପାରିବ, ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ