Masthead

‘୧୯ ଅପେକ୍ଷା ୨୪ରେ ସ୍ଥିତି ହେବ ସୁଦୃଢ଼’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ୨୪ ରଣନୀତି ନେଇ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା । ବାଲେଶ୍ଵର ପାଇଁ ମୋତେ ଜିଲ୍ଲା ସଭାପତି ଭାବେ ଦଳର ସୁପ୍ରିମ ଦାୟିତ୍ଵ ଦେଇଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ସୁପ୍ରିମ ମୋ ଉପରେ ଆସା ବିଶ୍ୱାସ କରିଛନ୍ତି । ସମସ୍ତଙ୍କୁ ନେଇ କାର୍ୟ୍ୟ କରିବା ।୧୯ର ସ୍ଥିତି ଯାହା ଥିଲା ୨୪ରେ ତାକୁ ସୁଦୃଢ କରି ଦଳକୁ ବିଜୟ କରିବା ମୋର ଲକ୍ଷ। ଅଶ୍ୱିନୀ ବୈଷ୍ଣବ ଛିଡା ହୁଅନ୍ତୁ ଅବା ଯିଏ ବି ଆସନ୍ତୁ ମୁଁ ତାହା ଉପରେ କହିବା ଉଚିତ ମନେ କରୁନି । ଆମ ଦଳର ଯିଏ ପ୍ରାଥି ହେବ ତାଙ୍କୁ ଜିବାଇବା ଆମର ଲକ୍ଷ। ଅଙ୍କ କଷା କିଏ କଣ କରୁଛି ସେଥିରୁ ଆମର କିଛି କହିବାର ନାହିଁ। ମୁଁ ମୋର ନିଜ ଅଙ୍କ ନିଜେ କସେ।

ଆମ ଦଳର ପୂର୍ବ ବ୍ୟବଧାନ ଭୋଟରୁ ଅଧିକ କରିବାକୁ ମୋତେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ଆଠ ସିଟକୁ ଆଠ ବିଧାନସଭା ଆସନ ଦାଖଲ କରିବୁ। ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦାଖଲ କରିବେ ନବୀନ ପଟ୍ଟନାୟକ। ଏବେଠୁ ସିଟ ଆକଳନ କରିବା ଉଚିତ୍ ନୁହେଁ। ଭାରତ ବର୍ଷରେ ନବୀନ ପଟ୍ଟନାୟକଙ୍କ ସ୍ଥାନ ଭିନ୍ନ । କ୍ଷମତାରେ ଅଧିକ ଥର ରହିଥିବା ବ୍ୟକ୍ତି ହେଉଛନ୍ତି ନବୀନ। ୨୪ ବେଳକୁ ବିରୋଧୀଙ୍କୁ ଚେକ୍ ଦେଇ ସିଟର ସଂଖ୍ୟା ସର୍ବଦା ଉପରେ ରହିବ। ଏଥିରେ ଦ୍ଵନ୍ଦ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ