Masthead

ସାପର ଦାମ ଅଢେଇ କୋଟି

(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ ଲଖିମିପୁର ଖେରିରେ ଏକ ବିରଳ ପ୍ରଜାତିର ସାପ ଧରାପଡିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି । ମୈଲାନି ପୋଲିସ ଦୁର୍ଲଭ ପ୍ରଜାତିର ଦୁଇମୁଣ୍ଡିଆ ସାପ ସହ ଚାରିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅନ୍ତର୍ଜାତୀୟ ବଜାରରେ ଏହି ସାପର ମୂଲ୍ୟ ଅଢେଇ କୋଟି ଟଙ୍କା ବୋଲି କୁହାଯାଉଛି।

ପୋଲିସ ଇନ୍ସପେକ୍ଟର ଚନ୍ଦ୍ରଭନ୍ ଯାଦବ କହିଛନ୍ତି ସଂସାରପୁର ଥାନା ପ୍ରଭାରୀ ସତୀଶ ଚନ୍ଦ୍ର ଯାଦବଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବନବିଭାଗ ଟିମ ଗୋଲା-ଖୁଟର ରାସ୍ତା କାକୋରୀ ତିରାହ ଠାରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଲାଲାପୁର ଗାଁର ଚାରିଜଣ ସନ୍ଦିଗ୍ଧଙ୍କୁ ଧରି ଖୋଜାଖୋଜି କରାଯାଇଥିଲା। ସେମାନେ କେଉଁଆଡେ ଯିବା ପାଇଁ ଗାଡିକୁ ଅପେକ୍ଷା କରିଥିଲେ। ଅନୁସନ୍ଧାନ ସମୟରେ ସେମାନଙ୍କ ପାଖରୁ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା