Masthead

ରାଜ୍ୟ ସ୍ଥିତି ଉଦବେଗଜନକ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଂକ୍ରମଣ କମୁଛି ବଢୁଛି । କିନ୍ତୁ ସ୍ଥିତି ଉଦବେଗଜନକ ନୁହେଁ କି ପଜେଟିଭ୍ ରେଟ ଉଦବେଗଜନକ ନୁହେଁ। କିନ୍ତୁ ଭୁବନେଶ୍ବର ପାଇଁ କେବଳ ଚିନ୍ତା। ଜଣେ ସଂକ୍ରମିତ ହେଲେ ୭ ଦିନ ଲାଗୁଛି ଅନ୍ୟକୁ ସଂକ୍ରମିତ କରିବା ପାଇଁ । ୩ ମାସ ହେଲା ସଂକ୍ରମଣ ତଳ ଉପର ହେଉଛି।

ରାଜ୍ୟର ସବୁ ଜିଲ୍ଳା ଗ୍ରୀନ ଜୋନରେ ଅଛି କେବଳ ଖୋର୍ଦ୍ଧା ରେଡ୍ ଥିଲା ଆଜି ୟେଲୋ ଜୋନ ଅଛି। ମେଡିକାଲ ଆଡମିଶନ କମ୍ ରହିଛି। ଆମେ ତ ସର୍ଭିଲାନ୍ସ କରୁଛୁ ହେଲେ ଲୋକେ କଟକଣା ମାନନ୍ତୁ । ଏବେ ପର୍ଯ୍ୟନ୍ତ ଟିକା ନ ନେଇଥିଲେ ନେଇ ଯାଆନ୍ତୁ। ସବୁବେଳେ ଜଗି ହେବନି ଲୋକ ନିଜେ ସଚେତନ ହେବା ଦରକାର । ଗାଇଡ଼ଲାଇନ ମାନିବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ