Masthead

ମାଡ଼ିଆସୁଛି ସୌରଝଡ଼

(ବଡ଼ ଖବର ବ୍ୟୁରୋ): ପୃଥିବୀ ଆଡକୁ ମାଡ଼ିଆସୁଛି ସୌରଝଡ଼ । ଦ୍ରୁତଗତିରେ ମାଡ଼ିଆସୁଛି ସୌରଝଡ଼ । ଘଣ୍ଟାକୁ ୧୬ ଲକ୍ଷ କିଲୋମିଟର ବେଗରେ ମାଡ଼ି ଆସୁଛି ସୌରଝଡ଼ । ପୃଥିବୀର ଯେତେ ନିକଟତର ହେବ ସୌରଝଡ଼ର ବେଗ ଅଧିକ ବଢିବ ବୋଲି ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି । ଜୁଲାଇ ୩ରେ ସୂର୍ଯ୍ୟର ଦକ୍ଷିଣ ଭାଗରେ ବିସ୍ଫୋରଣ ହୋଇଥିଲା । ଏହା ଦ୍ୱାରା ସୃଷ୍ଟି ହୋଇଥିବା ସୌରଝଡ଼ ତୀବ୍ର ବେଗରେ ପୃଥିବୀ ଆଡକୁ ମାଡ଼ି ଆସୁଛି ।

ମଙ୍ଗଳବାର ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିପାରେ । ଏହାର ପ୍ରଭାବରେ ପୃଥିବୀରେ ଜିପିଏସ୍, ବିଦ୍ୟୁତ୍, ସାଟେଲାଇଟ୍, ପ୍ରଭାବିତ ହେବାର ଆଶଙ୍କା ରହିଛି । ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ କହିଛନ୍ତି ସୂର୍ଯ୍ୟରୁ କିଛି କଣିକା ଆସିଛି। ଯେଉଁଠି ଚୁମ୍ବକୀୟ କ୍ଷେତ୍ର ବ୍ୟବହାର କରାଯାଉଛି, ସେଠାରେ ପ୍ରଭାବ ପଡ଼ିବ । ହୁଏତ ବିଦ୍ୟୁତ୍ ଚୁମ୍ବକୀୟ ସରବରାହ ବନ୍ଦ ହୋଇଯାଇପାରେ, ଯୋଗାଯୋଗ ବିଛିନ୍ନ ହୋଇପାରେ । କିନ୍ତୁ ସେଭଳି କୌଣସି ବଡ଼ଧରଣର ଆଶଙ୍କା ନାହିଁ । ମଣିଷ କିମ୍ବା ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ