Masthead

ଶ୍ରୀମନ୍ଦିରରେ ହେବ ଆଲୋକୀକରଣ ଓ ଲେଜର ସ୍କାନିଂ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ହେବ ଆଲୋକୀକରଣ ଓ ଲେଜର ସ୍କାନିଂ । ରଥଯାତ୍ରା ସମୟରେ ମରାମତି କାର୍ଯ୍ୟ ଓ ଲେଜର ସ୍କାନିଂ କରାଯିବା ନେଇ ନିଷ୍ପତି ନିଆଯାଇଛି । କୋଣାର୍କ ମନ୍ଦିରରେ ଲେଜର ସ୍କାନିଂ ବ୍ୟବସ୍ଥାର ସଫଳ ପରୀକ୍ଷଣ ପରେ ପୁରୀ ଶ୍ରୀମନ୍ଦିରରେ ଏହା କରିବା ପାଇଁ ନିଷ୍ପତି ନିଆଯାଇଛି ।

ଏହି ବ୍ୟବସ୍ଥା କିଭଳି କରାଯିବ, ସେ ସମ୍ପର୍କରେ ସେବାୟତଙ୍କୁ ବୁଝାଇବା ପାଇଁ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ୨ଜଣ ଇଞ୍ଜିନିୟର ନିୟୋଜିତ ରହିବେ । ଲେଜର ସ୍କାନିଂ ଦ୍ୱାରା ଶ୍ରୀମନ୍ଦିରର କେଉଁ ସ୍ଥାନରେ ପଥର ଦୁର୍ବଳ ରହିଛି, ତାହା ସହଜରେ ଜାଣିହେବ । ଶ୍ରୀମନ୍ଦିରରେ ଏହି ବ୍ୟବସ୍ଥା ନୂଆ ହୋଇଥିବାରୁ ଏ ସଂପର୍କରେ ଅଧିକ ବୈଠକ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ