Masthead

ତାଲିବାନ ନିମନ୍ତ୍ରଣକୁ ପ୍ରତ୍ୟାଖାନ କଲେ ଆମେରିକା ଓ ଋଷ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତାଲିବାନ କିଛି ଦିନ ପୂର୍ବରୁ ନିଜର ସରକାର ଗଠନ କରିଛି । ହେଲେ ନିଜର ଅଧିକାଂଶ ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀମାନେ ଆତଙ୍କବାଦୀ । ବିଶ୍ବ ଆତଙ୍କୀ ତାଲିକାରେ ତାଲିବାନ ସରକାରରେ ଥିବା ପ୍ରଧାନମନ୍ତ୍ରୀ ହସନ ଅଖୁନ୍ଦ, ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକାନୀ ଏବଂ ଶରଣାର୍ଥୀ ବିଭାଗ ମନ୍ତ୍ରୀ ଖଲିଲ ହକାନୀଙ୍କ ନାଁ ରହିଛି ।

ଅପରପକ୍ଷରେ ଶପଥ ଗ୍ରହଣ ଉତ୍ସବକୁ ଚୀନ, ତୁର୍କୀ, ପାକିସ୍ତାନ, କତାର, ଇରାନ, ଋଷ ସମେତ ଭାରତ ଏପରିକି ଆମେରିକାକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ଶପଥଗ୍ରହଣ ଉତ୍ସବକୁ ଋଷିଆ ଆସିବନାହିଁ ବୋଲି ସ୍ପଷ୍ଟ କରିଛି । କାଲିଠାରୁ ଆଫଗାନିସ୍ତାନରେ ନୂଆ ସରକାର କାର୍ୟ୍ୟଆରମ୍ଭ କରିବ । ଏପଟେ ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି କହିଛନ୍ତି ଆଫଗାନବାସୀଙ୍କ ଜୀବନ ନିର୍ଭର କରୁଛି ତାଲିବାନ ସରକାରର କାର୍ୟ୍ୟଶୈଳୀ ଉପରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା