Masthead

କର୍ଣ୍ଣାଟକରେ କଂଗ୍ରେସର ବିଜୟ ମୋ ପାଇଁ ବଡ଼ ଉପହାର

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ):  କର୍ଣ୍ଣାଟକରେ କଂଗ୍ରେସର ବିଜୟ ମୋ ଜନ୍ମଦିନର ସବୁଠୁ ବଡ଼ ଉପହାର । ୬୨ତମ ଜନ୍ମଦିନରେ ୮ ଥର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡି କେ ଶିବକୁମାର କହିଛନ୍ତି କର୍ଣ୍ଣାଟକବାସୀ ମୋ ଜନ୍ମଦିନ ଅବ୍ୟବହିତ ପୂର୍ବରୁ ମତେ ସର୍ବୋତ୍ତମ ଉପହାର ପ୍ରଦାନ କରିଛନ୍ତି। ଆନ୍ତରିକ ଅଭିନନ୍ଦନ ପାଇଁ କଂଗ୍ରେସ ପରିବାର ନିକଟରେ ମଧ୍ୟ କୃତଜ୍ଞ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଆଜି ଦିଲ୍ଲୀ ଯିବା ଉଚିତ କି, ଅନୁଚିତ ସେ ବିଷୟରେ ସେ ଏପର୍ଯ୍ୟନ୍ତ ଦ୍ୱନ୍ଦରେ ଅଛି । ଦିଲ୍ଲୀ ଯିବା କଥା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ। କାରଣ ରାଜ୍ୟର ଅନେକ ସ୍ଥାନରୁ ଅନେକ ଲୋକ ଆସୁଛନ୍ତି ଏବଂ ଆଜି ମୋ ଜନ୍ମଦିନ ହୋଇଥିବାରୁ ଘରେ ଛୋଟ ଧରଣର ପୂଜା ଆୟୋଜନ କରାଯାଇଛି। ଆଉ କିଛି ପୂଜା ଥିବାରୁ ମୁଁ କେତେକ ମନ୍ଦିରକୁ ଯିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି