Before Header

ଘୋଷଣା ହେଲା ପଶ୍ଚିମବଙ୍ଗ ଉପ-ନିର୍ବାଚନ ତାରିଖ

0 78

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ସେପ୍ଟେମ୍ବର ୩୦ ତାରିଖରେ ପଶ୍ଚିମବଙ୍ଗରେ ବହୁ ପ୍ରତିୀକ୍ଷିତ ବିଧାନସଭା ଉପନିର୍ବାଚନ ହେବାକୁ ଯାଉଛି ।

ଏହା ପରେ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ ଏବଂ ସେହି ଦିନ ହିଁ ନିର୍ବାଚନ ଫଳାଫଳ ନିର୍ବାଚନ କମିଶନର ଘୋଷଣା କରିବେ ବୋଲି ସୂଚନା ମିଳିଛି । ଅପରପକ୍ଷେ ଓଡିଶାରେ ମଧ୍ୟ ବିଧାନସଭା ଉପନିର୍ବାଚନ ପାଇଁ ସମାନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ।

Leave A Reply

Your email address will not be published.