Masthead

୬ଟି ରାଜ୍ୟର ୫୦ଟି ସ୍ଥାନରେ ଏନଆଇଏ ଚଢ଼ାଉ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦ, ଗ୍ୟାଙ୍ଗଷ୍ଟାର ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ । ୬ଟି ରାଜ୍ୟର ୫୦ଟି ସ୍ଥାନରେ ଏନଆଇଏର ଚଢ଼ାଉ । ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀ ଏନସିଆରରେ ଏନଆଇଏର ଏକସଙ୍ଗେ ୫୦ ସ୍ଥାନରେ ରେଡ୍ । ସୀମାପାର୍ ଆତଙ୍କବାଦ ସମ୍ବନ୍ଧରେ ଠୋସ୍ ପ୍ରମାଣ ଲାଗିଛି ଏନଆଇଏ ହାତରେ । ଗ୍ୟାଙ୍ଗଷ୍ଟର୍ସଙ୍କ ଜରିଆରେ ଚାଲିଥିଲା ଅବୈଧ ଅସ୍ତ୍ର ଓ ଡ୍ରଗ୍ସ ଚାଲାଣ । ଗତ କିଛି ମାସ ହେବ ପଞ୍ଜାବ, ହରିଆଣା, ୟୁପି ଭଳି ରାଜ୍ୟରେ ଗ୍ୟାଙ୍ଗଷ୍ଟର୍ସଙ୍କ ଉପରେ କଡ଼ା ନଜର ରଖିଥିଲା ଏନଆଇଏ । ଆଉ ଏହି ଗ୍ୟାଙ୍ଗଷ୍ଟର୍ସଙ୍କୁ ଆର୍ଥିକ ସହାୟତା ଯୋଗାଉଥିଲା ପାକିସ୍ତାନ । ଏନଆଇଏର ଏହି ଚଢ଼ଉ ଗ୍ୟାଙ୍ଗଷ୍ଟର୍ସ ଓ ଆତଙ୍କବାଦୀଙ୍କ ବିଷୟରେ ଅଧିକ ତଥ୍ୟ ଖୁଲାସା କରିବ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ