Masthead

ଚୋରି ପଡ଼ିଲା ମହଙ୍ଗା, ଜଗିଲା ସାପ

ପିପିଲି (ବଡ଼ ଖବର ବ୍ୟୁରୋ) ମନ୍ଦିରରୁ ଚୋରି କରିବା ପଡିଲା ମହଙ୍ଗା । ଜଗିଲା ସାପ । ଅଭିଯୁକ୍ତ ହେଲେ ରଶ୍ମିରଞ୍ଜନ ପ୍ରଧାନ । ଡେଲାଙ୍ଗ ବ୍ଲକ ବିଶ୍ୱ ପ୍ରସିଦ୍ଧ ହରିରାଜପୁର ଶ୍ରୀ ଶ୍ରୀ ପଶ୍ଟିମ ଶମ୍ଭୁ ସୋମନାଥ ଦେବଙ୍କ ହୁଣ୍ଡିରୁ ଚୋରି କରିଥିବା ଅଭିଯୁକ୍ତ ରଶ୍ମିରଞ୍ଜନ ପ୍ରଧାନଙ୍କୁ ପୋଲିସ ସିସି କ୍ୟାମେରା ଆଧାରରେ ଧରିବାକୁ ସକ୍ଷମ ହୋଇଛି ।

ଅଭିଯୁକ୍ତ ଚୋରି କରିଥିବା ସ୍ୱୀକାର ମଧ୍ୟ କରିଛି । ଚୋରି କରିବା ଠାରୁ ଏକ ନାଗସାପ ତାକୁ ଜଗି ରହିଥିବାବେଳେ ସ୍ଵପ୍ନରେ ମଧ୍ୟ ନାଗକୁ ଦେଖିଥିବା ଅଭିଯୁକ୍ତ କହିଛି । ଏହା ସହିତ କେବେବି ଆଉ ଚୋରି କରିବନି ବୋଲି ସଫେଇ ଦେଇଥିଲା ଅଭିଯୁକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି