Masthead

ଗୋଟିଏ ଗଛରେ ୧୨୧ ପ୍ରକାର ଆମ୍ବ

(ବଡ଼ ଖବର ବ୍ୟୁରୋ) : ଗଛ ଗୋଟିଏ । ମାତ୍ର ଭଳିକି ଭଳି ଆମ୍ବ ଫଳିଛି । ଗୋଟିଏ ଗଛରେ ଫଳିଛି ୧୨୧ ପ୍ରକାରର ଆମ୍ବ । ଏଭଳି ଆମ୍ବ ଗଛ ବିଦେଶରେ ନୁହେଁ, ଆମ ଦେଶରେ ଅଛି । ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲା ଇଦ୍ଭ ଅଞ୍ଚଳରେ ଅଛି । ଆଉ ଆମ୍ବଗୁଡିକ ବେଶ୍ ଭଲ ହୋଇଛି । ଜିଲ୍ଲା ଉଦ୍ୟାନକୃଷି ବିଭାଗ ଏହି ଗଛ ସୃଷ୍ଟି କରିଛି ।

 

ଦୀର୍ଘ ୫ବର୍ଷ ହେବ ଗୋଟିଏ ଗଛରେ ଫଳୁଛି ୧୨୧ ପ୍ରକାର ଆମ୍ବ । ସବୁ ଆମ୍ବର ସ୍ୱାଦ ସମାନ ନୁହେଁ । ସବୁ ଆମ୍ବର ବାସ୍ନା ମଧ୍ୟ ସମାନ ନୁହେଁ । ଅଲଗା ଅଲଗା ସ୍ୱାଦ ଓ ଅଲଗା ଅଲାଗା ବାସ୍ନା । ନୂଆ ନୂଆ ଭେରାଇଟିର ଆମ୍ବ ପ୍ରସ୍ତୁତ ପାଇଁ ଏହି ଗଛ ଗବେଷଣାର ଏକ ଉତ୍ତମ ବାଧ୍ୟମ ପାଲଟିଛି ବୋଲି ସାହାରନପୁର ଉଦ୍ୟାନକୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଭୁ ପ୍ରକାଶ ରାମ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ