Masthead

ଓୱେସୀଙ୍କ ନିର୍ବାଚନମଣ୍ଡଳୀରେ ବେଆଇନ ଭାବେ କଂସେଇଖାନା ଚାଲିଛି : ଟି ରାଜା ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ତେଲେଙ୍ଗାନା ବିଧାୟକ ଟି ରାଜା ସିାଂ ଯେଉଁଥି ପାଇଁ ତାଙ୍କୁ ଆଗରୁ ବିଜେପିରୁ ନିଲମ୍ବିତ କରାଯାଇଛି। କିନ୍ତୁ ଏବେ ସେ ପୁଣି ଥରେ ଦେଇଛନ୍ତି ବିବାଦୀୟ ବୟାନ । ସେ ଏଆଇଏମଆଇଏମର ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ , ଓୱେସୀ ହେଉଛନ୍ତି ସବୁଠାରୁ ବଡ ଗୋ ହତ୍ୟାକାରୀ। । ନିଲମ୍ବିତ ବିଜେପି ସାଂସଦ ସାରା ଦେଶରେ ଗୋ’ ହତ୍ୟାକୁ ନିଷିଦ୍ଧ କରିବାକୁ ଆଇନ ଆଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ଟି ରାଜା ସିଂ କହିଛନ୍ତି ଯେ, ଓୱେସୀଙ୍କ ନିର୍ବାଚନମଣ୍ଡଳୀରେ ଅନେକ ବେଆଇନ ଭାବେ କଂସେଇଖାନା ଚାଲିଛି। ଯେଉଁଠି ଅନେକ ଗୋରୁ ହତ୍ୟା କରାଯାଇ ସେମାନଙ୍କ ମାଂସ ରପ୍ତାନୀ କରାଯାଉଛି। ସିଂ ପ୍ରଶ୍ନ କରିଛନ୍ତି ଯେ, ଓୱେସୀ ଏହି ଗୋ ହତ୍ୟାକାରୀଙ୍କୁ ‘ଦେଶ ଭକ୍ତ’ ବୋଲି କହିବେ କି? ଆଗରୁ ମଧ୍ୟ ସେ ଅନେକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ କେବଳ ଘଣ୍ଟି ବଜାଉଥିବା ହିନ୍ଦୁ ନୁହେଁ ବରଂ ଗଳା କାଟିପାରୁଥିବା ହିନ୍ଦୁ ନିର୍ମାଣ ହେବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ