Masthead

ପ୍ରଦୂଷଣରେ ମୁମ୍ବାଇ ନଂ ୧

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ଆଇକୁ୍ୟଆର ର୍ୟାଙ୍କିଂ ରିପୋର୍ଟ ଅନୁସାରେ ମୁମ୍ବାଇ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର । ସ୍ୱିସ୍‌ ଏୟାର୍ ଟ୍ରାକିଂ ଇଣ୍ଡେକ୍ସ ଆଇକ୍ୟୁ ଏୟାର୍ ଅନୁସାରେ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୮ ଭିତରେ ସାପ୍ତାହିକ ବିଶ୍ବ ରାଙ୍କିଂରେ ମୁମ୍ବାଇ ଥିଲା ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ମହାନଗରୀ। ଜାନୁଆରି ୨୯ରେ ଆଇକ୍ୟୁଏୟାର୍ ରାଙ୍କିଂରେ ମୁମ୍ବାଇ ୧୦ ନମ୍ବରରେ ଥିବା ବେଳେ ଫେବ୍ରୁଆରି ୨ ବେଳକୁ ଏହା ସବୁଠାରୁ ତଳକୁ ଅର୍ଥାତ୍ ୧ ନମ୍ବରକୁ ଖସିଯାଇଥିଲା। ତା’ ପର ସପ୍ତାହରେ ଫେବ୍ରୁଆରି ୮ରେ ଏହା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି।

ଫେବ୍ରୁଆରି ୧୩ ରେ ବାୟୁମାନ ଦୃ‌ଷ୍ଟିରୁ ମୁମ୍ବାଇ ଦିଲ୍ଲୀକୁ ପଛରେ ପକାଇ ବିଶ୍ବର ସବୁଠାରୁ ଅସ୍ୱାସ୍ଥ୍ୟକର ତୃତୀୟ ମହାନଗରୀରେ ପରିଣତ ହୋଇଥିଲା। ଦିଲ୍ଲୀ ଆଜିଯାଏ ଭାରତର ସବୁଠାରୁ ପ୍ରଦୂଷିତ ମେଟ୍ରୋ ତାଲିକାରେ ଶୀର୍ଷରେ ରହିଆସିଥିଲା। ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ୟ୍ୟନ୍ତ ସପ୍ତାହର ସବୁଠୁ ପ୍ରଦୂଷିତ ବିଶ୍ବର ପ୍ରଥମ ୧୦ଟି ସହର ହେଉଛନ୍ତି- ପାକିସ୍ତାନର ଲାହୋର, ଭାରତର ମୁମ୍ବାଇ, ଆଫଗାନିସ୍ତାନର କାବୁଲ, ତାଇୱାନର କାଓସିୟଙ୍ଗ, କିରଗିଜସ୍ତାନର ବିସକେକ୍, ଘାନାର ଆକ୍ରା, ପୋଲାଣ୍ଡର କ୍ରାକାଓ, କାତାରର ଦୋହା, କାଜାଖସ୍ତାନର ଅସ୍ତାନା, ଚିଲିର ସାଣ୍ଟିଆଗୋ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା