Masthead

‘ରେଭେନ୍ସା ନାଁରେ ନାହିଁ ଇଞ୍ଚେ ବି ଜମି’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ରେଭେଭନ୍ସା ଜମିକୁ ରେଭେନ୍ସା ନାଁରେ କରନ୍ତୁ ବୋଲି ଦାବି କରିଛି ବିଜେପି । ଓଡିଆ ଜାତିର ବୌଦ୍ଧିକ ବିକାଶର ମେରୁଦଣ୍ଡ ତଥା ରେଭେନ୍ସା ବିଶ୍ୱ ବିଦ୍ୟାଳୟ ନାଁରେ ଇଞ୍ଚହେଲେ ଜମି ନାହିଁ । ଚେଲା ଚମାଣ୍ଡାଙ୍କ ଲାଗି ହୋଟେଲ କରିବାକୁ ସଂପୂର୍ଣ୍ଣ ମାଲିକାନାରେ ଜମି ଦିଆଯାଇଛି ।

ନରାଜ ପାଖରେ ଦ୍ୱିତୀୟ କମ୍ପାସ ଲାଗି ସରକାର ଦେଇଥିବା ୧୨୭ ଏକର ଜମିକୁ ମାଲିକାନାରେ ନ ଦେଇ ଲିଜରେ ଦେଇଛନ୍ତି । ରେଭେନ୍ସା ଜମିରେ ଲିଜ ଅର୍ଥ ଦେଇ ନପାରିବାରୁ ଏବେ ଉଚ୍ଚଶିକ୍ଷା ବିଭାଗ ନାଁରେ କରିବାକୁ ମସୁଧା ହେଉଛି । ବେଦାନ୍ତ ବିଶ୍ୱ ବିଦ୍ୟାଳୟ ଲାଗି ଜମି ଅଛି,ହେଲେ ରେଭେନ୍ସା ଲାଗି ଜମି ନାହିଁ । ରେଭେନ୍ସାକୁ ଜମି ସ୍ୱତନ୍ତ୍ର ଭାବେ ଦିଆଯାଉ ବୋଲି ଦାବି କଲା ବିଜେପି ଏବଂ ରେଭେନ୍ସା ସିଣ୍ଡିକେଟରେ ଯେଉଁ ପ୍ରସ୍ତାବ ପାରିତ ହୋଇଛି ତାକୁ ବାତିଲ କରାଯାଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି